୨୦୦୦ ମସିହାରେ ପ୍ରସାରିତ ହୋଇଥିଲା ଧାରାବାହିକ ‘ଶାକା ଲାକା ବୁମ୍ ବୁମ୍’, ଯାହା ସେ ସମୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା । ଏଥିରେ ସଞ୍ଜୁ ନାମକ ଜଣେ ବାଳକ ଏକ ପେନ୍ସିଲ ବ୍ୟବହାର କରୁଥିଲା, ଯେଉଁଥିରେ ସେ ଆଙ୍କୁଥିବା ଚରିତ୍ରଗୁଡ଼ିକ ବାସ୍ତବ ରୂପ ନେଉଥିଲେ । ସେତେବେଳେ ଏହି ପେନ୍ସିଲର ଏତେ ଚାହିଦା ଥିଲା ଯେ, ପ୍ରତ୍ୟେକ ପିଲା ଏହାକୁ କିଣିବାକୁ ଆଗ୍ରହୀ ହେଉଥିଲେ । ଏହାର ଚାହିଦାକୁ ଦୃଷ୍ଟିରେ ରଖି ପେନ୍ସିଲ୍ କମ୍ପାନୀ ପକ୍ଷରୁ ପେନ୍ସିଲ ଉପରେ ଜୋକରଙ୍କ ମୁହଁ କପି କରି ବଜାରକୁ ଛଡ଼ାଯାଇଥିଲା । ହେଲେ ବର୍ତ୍ତମାନ ସମୟରେ ଏହାର ଚାହିଦା ଓ ଲୋକପ୍ରିୟତାକୁ ଗୁରୁତ୍ୱ ଦେଇ ‘ଶାକା ଲାକା ବୁମ୍ ବୁମ୍’ର ଏକ ଅସଲି ପେନ୍ ବଜାରକୁ ଆସିଛି ।
ବାସ୍ତବରେ, ଏହା ସେହି ପେନ୍ସିଲ ନୁହେଁ, ଯାହା କୌଣସି ଚିତ୍ରକୁ ଜୀବନ୍ତ କରିବ । ଏହା ଏକ ପେନ୍, ଯାହା ଆପଣଙ୍କ ଆଙ୍କିଥିବା ଚିତ୍ରକୁ ପ୍ରିଣ୍ଟ ବାହାର କରିପାରିବ । ଏହା ଏବେ ଥ୍ରୀ ଡ଼ି ପେନ୍ ଭାବେ ଜଣାଶୁଣା । ଫ୍ଲିପକାର୍ଟ ଏବଂ ଆମାଜନ ପରି ଅନ୍ଲାଇନ୍ ପ୍ଲାଟଫର୍ମରେ ଏହା ଉପଲବ୍ଧ । ବର୍ତ୍ତମାନ ସମୟରେ ଏହାର ମୂଲ୍ୟ ୭୦୦ ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ପେନ୍ ପ୍ରକୃତରେ ପ୍ଲାଷ୍ଟିକ୍ରେ ପ୍ରସ୍ତୁତ । ଏହା ବିଦ୍ୟୁତ୍ ଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ । ଏହାଦ୍ୱାରା କୌଣସି ଚିତ୍ରକୁ ଥ୍ରୀ ଡ଼ି ପରି ପ୍ରସ୍ତୁତ କରାଯାଇପାରେ ।
BREAKING NEWS
- ନରେନ୍ଦ୍ର ପୁଷ୍କରିଣୀରୁ ପୁଣି ମୃତଦେହ ଉଦ୍ଧାର;ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୋଲିସ
- ଆମ୍ବ ପାଇଁ ହାତୀକୁ ମାରିକି ପୋତିଦେଲେ…ଫାର୍ମ ମାଲିକଙ୍କ ସମେତ ୩ ଗିରଫ
- ବାସନ୍ଦ ହେଲେ ଆରସିବିର ଟିମ ଡେଭିଡ
- କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ଶାଶୁବୋହୂମାଳୀ ବକ୍ସାଇଟ୍ OMCକୁ ଦେବା ପାଇଁ ସହଯୋଗ ଲୋଡିଲେ
- ଆଇପିଏଲ ୨୦୨୬ ଶ୍ରେଷ୍ଠ ଏକାଦଶରେ କୋହଲି, ସ୍ଥାନ ପାଇଲେନି ଏହି ଖେଳାଳି
- brown sugar seized:୪୧ ଲକ୍ଷର ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ
- Rayagada division Starts functions: ଦକ୍ଷିଣ ଓଡ଼ିଶାରେ ନୂତନ ରେଳ ଯୁଗର ଆରମ୍ଭ: ରାୟଗଡ଼ା ଡିଭିଜନର କାର୍ଯ୍ୟାରମ୍ଭ
- ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା; NHRCର ତଦନ୍ତ ଆରମ୍ଭ…
- ଆଲୋକ କମିଲେ ଟେଷ୍ଟ ମ୍ୟାଚରେ ପରୀକ୍ଷଣ ଭାବେ ବ୍ୟବହାର ହେବ ଗୋଲାପୀ ବଲ
- ୫ହଜାର ନର୍ସିଂ ପଦବୀ ୩ ମାସରେ ହେବ ପୂରଣ:ସ୍ୱାସ୍ଥ୍ୟ ମନ୍ତ୍ରୀ
Comments are closed.