ପାଟଣାଗଡ: ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ । କେହି କାରି ପୋତି ଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଘଟିଛି ବଲାଙ୍ଗୀରରେ । ବାଲାଙ୍ଗୀର ପାଟଣାଗଡା ବ୍ଲକ, ବେଲପଡା ଥାନା କେନକେବା ବ୍ରିଜ୍ ନିକଟ ଥିବା ଲହାନ୍ତା ନଦୀ ପଠାରୁ ଏକ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି । କିନ୍ତୁ ସେ ମହିଳା ଜଣଙ୍କ କିଏ ଓ କେଉଁଠିକାର ତାହା ଜଣାପଡିନାହିଁ । ତେବେ ମହିଳାଙ୍କୁ ମାରି ପୋତିଦିଆଯାଇଥିବା ସନ୍ଦେହ କରାଯାଉଛି । ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ଲେଖିବା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିଲା । ତେବେ ଏହାକୁ ନେଇ ଛାନଭିନ୍ ଆରମ୍ଭ କରିଛି ବେଲପଡା ପୋଲିସ
BREAKING NEWS
- ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନୀ ସେନା ପ୍ରବକ୍ତା, ଭିଡିଓ ଭାଇରାଲ…
- RBIରେ ଇଣ୍ଟର୍ନସିପ୍ର ବଡ଼ ସୁଯୋଗ, ମାସକୁ ମିଳିବ ଏତେ ଟଙ୍କା
- ବେଆଇନ କଫ୍ ସିରପ ଚୋରାଚାଲାଣ ମାମଲାରେ ୧୮୧ ଗିରଫ
- ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- Whatsappରେ ଯଦି ଏହି ଭୁଲ କରୁଛନ୍ତି ସିଧା ହୋଇଯିବ ଜେଲ୍, ଜାଣନ୍ତୁ ନିୟମ…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫:ମହିଳା ପ୍ରି କ୍ୱାର୍ଟରରେ ଉନ୍ନତି, ଅନମୋଲ, ତନଭି,ଅଦିତି
- ଜୁନିୟର ହକି ବିଶ୍ୱକପ: ଆର୍ଜେଂଟିନାକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ
- କିଟକୁ ମିଳିଲା ସିଆଇଆଇ ପୁରସ୍କାର…
- ତହସିଲଦାରଙ୍କ ଗାଡ଼ି ସିଜ୍ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା
- ମୋଦିଙ୍କ କାର୍ କାହିଁକି ହୋଇଥାଏ କଳା ରଙ୍ଗର ? ଜାଣନ୍ତୁ କାରଣ…
Comments are closed.