Latest Odisha News

BREAKING NEWS

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୭୨ ଜଣ ମନ୍ତ୍ରୀ, ସେଥିରୁ ୩୩ଟି ନୂଆ ଚେହେରା

ନୂଆଦିଲ୍ଲୀ: ବିଧିବଦ୍ଧ ଭାବରେ ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ସ୍ଵତନ୍ତ୍ର ରାଜ୍ୟ ମନ୍ତ୍ରୀ, ଓ ୩୬ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ଏଥର ୩୩ଟି ନୂଆ ଚେହେରା ଦେଖିବାକୁ ମିଳିଛି । ସେଥିରୁ ୧୧ ଜଣ ହେଉଛନ୍ତି ଅଣ-ବିଜେପି । ସେପଟେ ଆଜି ସନ୍ଧ୍ୟା ୫ଟାରେ ମୋଦୀଙ୍କ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୩୦ କ୍ୟାବିନେଟ ମନ୍ତ୍ରୀ

୧. ରାଜନାଥ ସିଂ, ୨. ଅମିତ ଶାହା, ୩. ନିତିନ ରମେଶ ଗଡକରୀ, ୪. ନିର୍ମଳା ସୀତାରମଣ, ୫. ଡ. ସୁବ୍ରମଣ୍ୟମ ଜୟଶଙ୍କର, ୬. ଜେପି ନଡ୍ଡା, ୭. ଶିବରାଜ ସିଂ ଚୌହାନ, ୮. ମନୋହର ଲାଲ ଖଟ୍ଟର, ୯. ଏଚଡି କୁମାର ସ୍ଵାମୀ, ୧୦. ପିୟୁଷ ବେଦପ୍ରକାଶ ଗୋୟେଲ, ୧୧. ଧର୍ମେନ୍ଦ୍ର ପ୍ରଧାନ, ୧୨. ଜିତନରାମ ମାଞ୍ଜି ୧୩. ରାଜୀବ ରଂଜନ ସିଂ ଲାଲନ ସିଂ, ୧୪. ସର୍ବାନନ୍ଦ ସୋନୋୱାଲ, ୧୫. ଡ. ବିରେନ୍ଦ୍ର କୁମାର ଖଟୀକ, ୧୬. କେ ରାମମୋହନ ନାଇଡୁ, ୧୭. ପ୍ରହଲ୍ଲାଦ ଯୋଶୀ, ୧୮. ଜୁଏଲ ଓରାମ, ୧୯. ଗିରିରାଜ ସିଂ, ୨୦. ଅଶ୍ୱିନୀ ବୈଷ୍ଣବ, ୨୧. ଜ୍ୟୋତିରାଦିତ୍ୟ ସିନ୍ଧିଆ, ୨୨. ଭୁପେନ୍ଦ୍ର ଯାଦବ, ୨୩. ଗଜେନ୍ଦ୍ର ସିଂ ଶେଖାୱତ, ୨୪. ଅନ୍ନପୂର୍ଣ୍ଣା ଦେବୀ, ୨୫. କିରନ ରିଜ୍ଜୁ, ୨୬. ହରଦୀପ ସିଂ ପୁ୍ରୀ, ୨୭. ଡ. ମନସୁଖ ମାଣ୍ଡବିୟ, ୨୮. ଗଙ୍ଗାପୁରମ୍ କିଶନ ରେଡ୍ଡି, ୨୯. ଚିରାଗ ପାଶୱାନ, ୩୦. ସିଆର୍ ପାଟିଲ୍ ।

୫ ସ୍ଵତନ୍ତ୍ର ରାଷ୍ଟ୍ରମନ୍ତ୍ରୀ

ରାଓ ଇନ୍ଦ୍ରଜିତ ସିଂ, ଡକ୍ଟର ଜିତେନ୍ଦ୍ର ସିଂ, ଅର୍ଜୁନ ରାମ ମେଘୱାଲ, ପ୍ରତାପ ରାଓ ଗଣପତି ରାଓ ଯାଦବ ଏବଂ ଜୟନ୍ତ ଚୌଧୁରୀ ।

୩୬ ରାଷ୍ଟ୍ରମନ୍ତ୍ରୀ

୧. ଜିତିନ ପ୍ରସାଦ, ୨. ଶ୍ରୀପଦ ନାୟକ, ୩. ପଙ୍କଜ ଚୌଧୁରୀ, ୪. କୃଷ୍ଣପାଲ ଗୁର୍ଜର, ୫. ରାମଦାସ ଅଠାୱଲେ, ୬. ରାମନାଥ ଠାକୁର, ୭. ନିତ୍ୟାନନ୍ଦ ରାୟ, ୮. ଅନୁପ୍ରିୟା ପଟେଲ, ୯. ଭୋ ସୋମନା, ୧୦. ପି ଚନ୍ଦ୍ରଶେଖର, ୧୧. ଏସପି ସିଂ ବାଘେଲ, ୧୨. ଶୋଭା କରନ୍ଦଲାଜେ, ୧୩. କୀର୍ତ୍ତୀବର୍ଦ୍ଧନ ସିଂ, ୧୪. ବି.ଏଲ୍ ବର୍ମା, ୧୫. ଶାନ୍ତନୁ ଠାକୁର, ୧୬. ସୁରେଶ ଗୋପୀ, ୧୭. ଏଲ ମୁରୁଗମ୍, ୧୮. ଅଜୟ ଟମ୍ଟା, ୧୯. ବଂଡୀ ସଞ୍ଜୟ କୁମାର, ୨୦. କମଲେଶ ପାସୱାନ୍, ୨୧. ଭାଗୀରଥ ଚୌଧୁରୀ, ୨୨. ସତୀଶ ଦୁବେ, ୨୩. ସଞ୍ଜୟ ସେଠ, ୨୪. ରବନୀତ୍ ବିଟ୍ଟୁ, ୨୫. ଦୁର୍ଗାଦାସ ଉଇକେ, ୨୬. ରକ୍ଷା ଖଡସେ, ୨୭. ସୁକାନ୍ତ ମଜୁମଦାର, ୨୮. ସାବିତ୍ରୀ ଠାକୁର, ୨୯. ତୋଖନ୍ ସାହୁ, ୩୦. ରାଜଭୁଷଣ ନିଶାଦ, ୩୧. ଭୁପତି ରାଜୁ ଶ୍ରୀନିବାସ ବର୍ମା, ୩୨. ହର୍ଷ ମଲ୍ଲୋହତ୍ରା, ୩୩. ନିମୁବେନ ବାମ୍ବାନିଆ, ୩୪. ମୁରଲିଧର ମୋହୋଲ, ୩୫. ଜର୍ଜ କୁରିୟନ୍, ୩୬. ପବିତ୍ରା ମାର୍ଗରିଟା ।

Comments are closed.