Latest Odisha News

BREAKING NEWS

‘ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ’

ଭୁବନେଶ୍ବର: ଭାଙ୍ଗିଯିବ ବିଜେଡି ଗଡ । ଧିରେ ଧିରେ ଶେଷ ହୋଇଯିବ । ଆଉ ବିକଳ୍ପ ନାହିଁ । ବିଜେଡିକି ନେଇ ଆଜି ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି ।

ଏନେଇ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ କିଛି ବିକଳ୍ପ ନାହିଁ । ବିଜେଡିକୁ ଭାଙ୍ଗିବାକୁ ପଡ଼ିବନି, ତାହା ଆପେ ଆପେ ଭାଙ୍ଗିଯିବ । ଦେଶରେ ଏକମାତ୍ର ବିକଳ୍ପ ବିଜେପି । ଏତିରେ ଯୋଗ ଦେବା ପାଇଁ ସମସ୍ତେ ଇଛା କରିବେ ।

Leave A Reply

Your email address will not be published.