Latest Odisha News

BREAKING NEWS

ଚକୋଲେଟ୍ ଖାଉଥିଲେ ସାବଧାନ, ହୋଇପାରେ ଏହି ସବୁ ରୋଗ…

ଭୁବନେଶ୍ଵର: ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚକୋଲେଟ୍ ଖାଇଲେ ସାଂଘାତିକ ରୋଗ ହେଉଛି ।

ଚକୋଲେଟ୍ ଖାଇଲେ ଡାଇବେଟିସ୍ ହେବାର ସବୁଠାରୁ ଅଧିକ ସମ୍ଭାବନା ରହିଛି । ଚକୋଲେଟ୍ ଓଜନ ବଢାଇବା ସହିତ ଶରୀରକୁ ବିକଶିତ କରିବାରେ ବାଧକ ସୃଷ୍ଟି କରିଥାଏ । ଗୁରୁତର କଥା ହେଉଛି ଚକୋଲେଟ୍ ଖାଇଲେ ହୃଦଘାତ ଓ ଷ୍ଟ୍ରୋକ ହେବାର ସମ୍ବାବନା ଥାଏ । କିଡନୀ, ପେଟ ଯନ୍ତ୍ରଣା ଓ ହାଡ ଗୁଡିକ ଦୁର୍ବଳ କରି ଦେଇଥାଏ ।

 

Leave A Reply

Your email address will not be published.