Latest Odisha News

BREAKING NEWS

ବାତ୍ୟା ‘ଦାନା’ ପାଇଁ ୧୭୮ ଟ୍ରେନ୍‌ ବାତିଲ, ଜାଣନ୍ତୁ… 

ଭୁବନେଶ୍ୱର: ପୂର୍ବ ତଟ ରେଳବାଇ ପକ୍ଷରୁ ବାତ୍ୟା ‘ଦାନା’କୁ ନଜରରେ ରଖି ୧୭୮ ଟ୍ରେନ୍ ବାତିଲ କରିଦିଆଯାଇଛି। ଏହି ବାତ୍ଯା ଅକ୍ଟୋବର ୨୪ ଏବଂ ୨୫ରେ ଓଡିଶା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମଙ୍ଗଳବାର ଦିନ ରେଳବାଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଉଭୟ ଅପ୍ ଏବଂ ଡାଉନ୍ ଟ୍ରାକରେ ଏହି ଟ୍ରେନର ଚଳାଚଳ ଅକ୍ଟୋବର ୨୩ରୁ ୨୫ ତାରିଖ ଅର୍ଥାତ୍ ୩ ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିବ। ୮୫ ଟି ଟ୍ରେନ୍ ବାତିଲ ହୋଇଥିବାବେଳେ ୯୩ ଡାଉନ୍ ଟ୍ରେନ୍ ତିନି ଦିନ ମଧ୍ୟରେ ଟ୍ରାକରୁ ଯିବ ବୋଲି ପ୍ରକାଶ କରିଛି।

Leave A Reply

Your email address will not be published.