Latest Odisha News

BREAKING NEWS

ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ

ଭୁବନେଶ୍ବର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ଦିନ ବୋମା ଧମକ ମିଳିବା ପରେ ହାଇ ଆଲର୍ଟରେ ବିମାନ ବନ୍ଦର।

ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ଏହାକୁ ଏକ ଗୁଜବ ବୋଲି କୁହାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ, ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ପାଳନ କରାଯାଉଛି।

ବିପିଏ କର୍ତ୍ତୃପକ୍ଷ ସୁରକ୍ଷା ଯାଞ୍ଚକୁ ଜୋରଦାର କରିଛନ୍ତି। କୁକୁର ସ୍କ୍ବାଡ୍ ଏବଂ ବୋମା ସ୍କ୍ବାଡର ଅଧିକାରୀ ମାନେ ମଧ୍ୟ ବିମାନବନ୍ଦରର ଯାଞ୍ଚରେ ଲାଗିଛନ୍ତି।

ଅଧିକ ପଢନ୍ତୁ- ବାତ୍ୟା ପାଇଁ ପ୍ରଭାବିତ ହେବ ୪୦ ବିମାନ ସେବା

Leave A Reply

Your email address will not be published.