ଝାରସୁଗୁଡ଼ା: ଇବ୍ ନଦୀରେ ବୁଡ଼ି ଦୁଇ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଦ୍ୱୟ ରାଜସ୍ଥାନର ସୋହନ ପାଲେୱାଲ ଓ ମଙ୍ଗିଲାଲ ପାଲେୱାଲ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ସୋହନ ଓ ମଙ୍ଗିଲାଲ କିଛି ସାଙ୍ଗଙ୍କ ସହ ଇବ୍ ନଦୀକୁ ଗାଧେଇବା ପାଇଁ ଯାଇ ଭାସିଯାଇ ନିଖୋଜ ଅଛନ୍ତି। ଏମାନେ ରାଜସ୍ଥାନରୁ ଆସି ଝାରସୁଗୁଡ଼ାର ଗାନ୍ଧୀଛକ ଅଞ୍ଚଳରେ ଜିଲାପି ବିକ୍ରି କରୁଥିବା ପୋଲିସ ସୂଚନା ଦେଇଛି। ଘଟଣା ସ୍ଥଳରେ ଗାନ୍ଧୀଛକ ଫାଣ୍ଡି ପୋଲିସ ଏବଂ ଅଗ୍ନିଶମ ବିଭାଗ ସେମାନଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
BREAKING NEWS
- ତହସିଲଦାରଙ୍କ ଗାଡ଼ି ସିଜ୍ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା
- ମୋଦିଙ୍କ କାର୍ କାହିଁକି ହୋଇଥାଏ କଳା ରଙ୍ଗର ? ଜାଣନ୍ତୁ କାରଣ…
- କେଉଁ ବୟସରେ ବିବାହ କରନ୍ତି ଜାପାନ ମହିଳା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ଇଣ୍ଡିଗୋର ଉଡ଼ାଣ ଉପରେ ରହିବ ନଜର; ଟିମ୍ ଗଠନ କଲା ଡିଜିସିଏ
- ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଧର୍ମଘଟ କରିବେ ଡାକ୍ତର: ଓଏମଏସଏ
- ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ
- ଭାଙ୍ଗୁଛି ନିଶା କାରବାର ନେଟୱର୍କ: ୬୧ଟି ମାମଲା ରୁଜୁ, ୧୮୧ ଗିରଫ
- ଓଡ଼ିଶା କଂଗ୍ରେସର ନେତୃତ୍ୱ ନେବା ପାଇଁ ଭକ୍ତ ଦାସ ଅନଫିଟ୍: ସୋନିଆଙ୍କୁ ଚିଠି ଲେଖିଲେ ମୋକିମ୍
- କିଟ୍ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍) ଉଦ୍ଯାପିତ
- ଉଚ୍ଚଶିକ୍ଷାନୁଷ୍ଠାନକୁ ବୁଲା କୁକୁର,ଗାଈ ଭୟ…ଚିଠି ଲେଖିଲେ ଉଚ୍ଚଶିକ୍ଷା ବିଭାଗ
Comments are closed.