Latest Odisha News

BREAKING NEWS

ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜେନେରାଲ୍ ମନୋଜ ମୁକୁନ୍ଦ ନାରବାଣେ

ନୂଆଦିଲ୍ଲୀ: ଦେଶର ୨୮ ତମ ଆର୍ମି ମୁଖ୍ୟ ଭାବେ ଜେନେରାଲ୍ ବିପିନ ରାୱତଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ୍ ମନୋଜ ମୁକୁନ୍ଦ ନାରବାଣେ ।

ଡିସେମ୍ବର ୩୧ ତାରିଖରେ ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତ ଅବସର ଗ୍ରହଣ କରିଥିବାରୁ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି ଜେନେରାଲ୍ ମନୋଜ ମୁକୁନ୍ଦ ନାରବାଣେ ।

ସେହିପରି ଭାବେ ଜେନେରାଲ୍ ବିପିନ ରାୱତ ଆଜି ମଧ୍ୟ ‘ଚିଫ୍ ଅଫ ଦି ଡିଫେନସ ଷ୍ଟାଫ’ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ସେ ଦେଶର ସର୍ବପ୍ରଥମ ‘ଚିଫ୍ ଅଫ ଦି ଡିଫେନସ ଷ୍ଟାଫ’ ଭାବେ ଅଧିଷ୍ଠିତ ହେବେ ।

Leave A Reply

Your email address will not be published.