ବ୍ରହ୍ମପୁର: ବ୍ରହ୍ମପୁରରୁ ଅପହୃତ ୨ ବର୍ଷର ଶିଶୁକନ୍ୟାକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରୁ ଉଦ୍ଧାର କଲା ବୈଦ୍ୟନାଥପୁର ପୋଲିସ । ଘରୋଇ କଳିରୁ ଅପହରଣ କରିଥିବା ଭଉଣୀ ଜ୍ୱାଇଁ କାବୁ।
ସୂଚନା ଅନୁସାରେ ୨୧ ତାରିଖରେ ଭଞ୍ଜନଗରରୁ ଏମ୍କେସିଜି ଆସିଥିଲେ ପରିବାର। ପତ୍ନୀ ସହ ଝଗଡା ପରେ ୨ ବର୍ଷର ଶିଶୁକନ୍ୟାକୁ ଅପହରଣ କରି ନେଇଥିଲା। ପତ୍ନୀଙ୍କ ଭଉଣୀଙ୍କ ୨ ବର୍ଷର ଝିଅକୁ ଅପହରଣ କରି ଦେଢ ଲକ୍ଷ ଟଙ୍କା ମାଗିଥିଲା। ଭୁବନେଶ୍ୱର, ପୁରୀ ପରେ ପଶ୍ଚିମବଙ୍ଗରେ ଚଢାଉ କରି ଧରିଲା ପୋଲିସ।
Comments are closed.