ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ବିଧାୟକଙ୍କ ପ୍ରତିବାଦକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ଏମିତି କରୁଛନ୍ତି।
ତାଙ୍କ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ। ଆମ ମୁଖ୍ୟମନ୍ତ୍ରୀ ସବଳ ଅଛନ୍ତି। ଆମ ସାଶନ କାହା ଇଙ୍ଗିତରେ ଚାଲି ନାହିଁ। ଆଲୋଚନା କରିବାକୁ ଆମେ ବିରୋଧୀଙ୍କୁ ସୁଯୋଗ ଦେଉଛି । ନୂଆପଡା ଉପନିର୍ବାଚନରେ ପରାଜୟ ଓ ରାଜ୍ୟସଭା ନିର୍ବାଚନରେ ପରାଜୟକୁ ନେଇ ସେ ଭୟବିତ। ନିଜ ଦଳ ଭିତରେ ଯେଉଁ ବିଶୃଙ୍ଖଳା
ଅଛି ତାକୁ ଲୁଚେଇବା ପାଇଁ ନାଟକ କରୁଛନ୍ତି। ଏହା ଦୁଃଖର କଥା । ଏହା ରାଜ୍ୟରେ ଏକ କଳଙ୍କିତ ଅଧ୍ୟାୟ। ତାଙ୍କ ମୁଖ୍ୟମନ୍ତ୍ରୀ କଣ କରୁଥିଲେ ଥିଲେ ଆପଣ ଜାଣନ୍ତୁ। ବିରୋଧୀ ଦଳ ପୂର୍ବରୁ ଆସୁ ନଥିଲେ ଏବେ କଣ ଏହି ନାଟକ
କରିବାକୁ ଆସୁଛନ୍ତି କି। ଆମେ ବାରମ୍ବାର ସର୍ବଦଳୀୟ ବୈଠକ ଡକାଉଛୁ। ସେମାନେ ଆଲୋଚନାର କୌଣସି
ସୁଫଳ ମିଳୁ ନାହିଁ ବୋଲି ସେ କହିଛନ୍ତି।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.