ଭୁବନେଶ୍ୱର: ବିଜେଡିର କଳା ପୋଷାକ ପିନ୍ଧି ପ୍ରତିବାଦକୁ ନିନ୍ଦା କଲା ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ବିଜେଡି ଚାହୁଁଛି ପୁଣି ଥରେ କଳା ସାମ୍ରାଜ୍ୟ ଚଲାଇବେ। ତେଣୁ ବିରୋଧୀ କୋକେଇ
ଶୋଭାଯାତ୍ରା, କଳା ପୋଷାକ ପିନ୍ଧି ପ୍ରତିବାଦ କରିବେ ହେଲେ ବିଧାନସଭାରେ ଆଲୋଚନା କରିବା ନାହିଁ । ଏହା କେମିତି କା ଘଟଣା। ଏଭଳି ଘଟଣାକୁ ମୁଁ ନିନ୍ଦା କରିଛି। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଏ ବିଧାନସଭା କାମ କରୁଛି। ବିଧାନସଭା ଚାଲିଲେ ଲୋକଙ୍କ ସୁବିଧା ହେବ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଯଥାର୍ଥ ନୁହେଁ।
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯାହା କରିବା କଥା ତାହା ଦେଖାଇଛନ୍ତି। ବିଜେଡି 2 ଭାଗ ହୋଇ ସାରିଛି। ନବୀନ ବିଜୁ ଟ୍ରଷ୍ଟକୁ ନେଇ। ଦିଲ୍ଲୀରେ ରାଜ୍ୟର ପଇସା କାହିଁକି ରଖିଲେ। ଏ ପ୍ରସଙ୍ଗକୁ ଲୁଚେଇବା ପାଇଁ ଗୃହ ଚଲାଇ ଦେଉ ନାହାନ୍ତି। ରାଜ୍ୟସଭା ନିର୍ବାଚନ ପରେ କଂଗ୍ରେସ ବିଜେଡି ମିଶି ଯାଇଛନ୍ତି ବୋଲି ସେ କହିଛନ୍ତି।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.