ଭୁବନେଶ୍ୱର: ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କୁ ପିଏନଜି, ବିଦ୍ୟୁତ ଓଭେନ୍, ଇଣ୍ଡକ୍ସନ୍, ବାଷ୍ପ ରନ୍ଧନ ପ୍ରଣାଳୀ ଇତ୍ୟାଦି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ପ୍ରଭାବିତ ହୋଇଥିବା ଏଲ୍.ପି.ଜି ଗ୍ୟାସକୁ ନେଇ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହା ବ୍ୟତୀତ ଏଲପିଜି ଗ୍ୟାସର ଅବୈଧ ଗଚ୍ଛିତ ଏବଂ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲା
ଗୁଡିକରେ ଏନଫୋର୍ସମେଂଟ ସ୍କ୍ୱାର୍ଡଦ୍ବାରା ତୀକ୍ଷ୍ଣ ନଜର ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ
କରାଯାଉଅଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
BREAKING NEWS
- +2 Re-Evaluation Glitches: CBSE ଉପରେ ବର୍ଷିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରିଚେକ୍ ନେଇ ମାଗିଲେ ଉତ୍ତର
- IPS Reshuffle: ରାଜ୍ୟରେ IPS ସ୍ତରରେ ବଡ ଅଦଳବଦଳ, ବଦଳିଲେ ରାଜ୍ୟପାଳଙ୍କ ADC
- Fired at White House: ହ୍ୱାଇଟ୍ ହାଉସ ଭିତରେ ବସିଥିଲେ ଡୋନାଲ୍ଡ ଟ୍ରମ୍ପ, ହଠାତ୍ ଫୁଟିଲା ଗୁଳି…
- Heat Wave Alert: ତାତିରୁ ମିଳିବ ଆଶ୍ବସ୍ତି, ଏହି ଦିନ ଓଡିଶା ଛୁଇଁପାରେ ମୌସୁମୀ…୨୮ ଯାଏଁ ଆହୁରି ଜାଳିବ
- ସାଂସଦ ରାଘବ ଚଡ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେପି..
- ଭାରତ ଗସ୍ତରେ ଆସି ମୋଦୀଙ୍କୁ ହ୍ବାଇଟ୍ ହାଉସ୍ ଆସିବାକୁ ନିମନ୍ତ୍ରଣ କଲେ ଆମେରିକା ବିଦେଶ ସଚିବ ମାର୍କୋ
- ୧୦ ବର୍ଷ ପରେ ମିଳିଲା ନ୍ୟାୟ: ନବରଙ୍ଗପୁର ବାଉଁଶବେଡ଼ା ଟ୍ରିପଲ ମର୍ଡର ମାମଲାରେ ୧୯ ଜଣଙ୍କୁ ଆଜୀବନ ଜେଲ
- କଟକରେ ଦୁଇ ଭାଇଙ୍କ ବିରୋଧରେ ଲାଗିଲା NSA
- ରାମାୟଣ ପାର୍ଟ ୧ର ଘୁଂଚିବ ରିଲିଜ ତାରିଖ
- କଳାହାଣ୍ଡିବାସୀଙ୍କ ପାଇଁ ଖୁସିର ଖବର, ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ..
Comments are closed.