Latest Odisha News

BREAKING NEWS

Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର

ଭୁବନେଶ୍ବର:ମଧ୍ୟପ୍ରାଚ୍ୟ ଯୁଦ୍ଧ ପରଠାରୁ ସୁନା ଓ ରୁପା ଦର ଅସ୍ଥିରତା ଲାଗି ରହିଛି। କେତେବେଳେ ହଠାତ୍‌ ବଢ଼ିଯାଉଛି ତ ଆଉ କେତେ ବେଳେ ଖସୁଛି। ସେହିପରି ପୁଣି କମିଛି ସୁନା ଓ ରୂପା ମୂଲ୍ୟ । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୯୮୦ ଟଙ୍କା ହ୍ରାସ ପାଇ ୧,୪୮,୯୭୦ ଟଙ୍କା ହୋଇଛି।

ସେହିପରି ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୬୫୦ ଟଙ୍କା ହ୍ରାସ ପାଇ ୧,୩୬,୫୫୦ ଟଙ୍କା ହୋଇଛି।

ସେହପରି ଆଜି ରୂପା କେଜି ୧୦ହଜାର ଟଙ୍କା କମ୍‌ ହୋଇ ୨,୫୫,୦୦୦ ଟଙ୍କା ହୋଇଛି। ୧୦ଗ୍ରାମ ରୂପା ମୂଲ୍ୟ ୨,୫୫୦ଟଙ୍କା ରହିଛି ।

Leave A Reply

Your email address will not be published.