Latest Odisha News

BREAKING NEWS

ଆସନ୍ତା ୧୯ରୁ ମହାରାଷ୍ଟ୍ରର ସମସ୍ତ କଲେଜରେ ବାଧ୍ୟତାମୂଳକ ହେବ ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ସମସ୍ତ କଲେଜ ଗୁଡିକରେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ କରିଛନ୍ତି । ଏହା ଆସନ୍ତା ୧୯ ତାରିଖରୁ ଲାଗୁ କରିଦିଆଯିବ । କଲେଜ ଗୁଡିକରେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି ।

ମହାରାଷ୍ଟ୍ର ସରକାର ବୁଧବାର ଦିନ ନିଜ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୨୯ ଫେବୃଆରୀରୁ ୫ ଦିବସୀୟ କାର୍ଯ୍ୟ ସପ୍ତାହ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.