ମୁମ୍ବାଇ: ଲୋକପ୍ରିୟ ର୍ୟାପର ୟୋ ୟୋ ହନୀ ସିଂ ଦୀର୍ଘ ଦିନ ପରେ ପୁନର୍ବାର ସଙ୍ଗୀତ ଦୁନିଆକୁ ଫେରିଛନ୍ତି । ତାଙ୍କର ନୂତନ ଆଲବମର ନାମ ଲୋକା ରଖିଛନ୍ତି । ସୋସିଆଲ ନେଟୱର୍କିଂ ସାଇଟରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ମୋର ନୂତନ ସଙ୍ଗୀତ ଲୋକା ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ ବୋଲି ସେ କହିଛନ୍ତି । ଲୋକାର ମାନେ କ୍ରେଜି । ଏହା ମୋ ପକ୍ଷରୁ ଆପଣମାନଙ୍କୁ ଭାଲେଂଟାଇନ ଉପହାର । ଏହି ଗୀତରେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ନୂତନ ଲୁକରେ ଦେଖିବାକୁ ମିଳିବ ।
Comments are closed.