ୟୁପି: ଦେଶବ୍ୟାପୀ ବିରୋଧ ସତ୍ୱେ ପଛକୁ ହଟିବନି ନାଗରିକତା ସଂଶୋଧନ ଆଇନ । ଦେଶରେ ଲାଗୁ ହେବ ସିଏଏ । ଏଭଳି ଦୃଢ଼କ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତର ପ୍ରଦେଶ ଚନେ୍ଦାଲିରେ ଜନସଭାକୁ ସମ୍ବୋଧିତ କରି ସିଏଏ ପ୍ରସଙ୍ଗରେ କିଛି ଏଭଳି କହିଛନ୍ତି ମୋଦୀ । ଆଜି ବାରାଣାସୀ ଗସ୍ତରେ ଯାଇ ମୋଦୀ, ସେଠାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଚନେ୍ଦାଲି ଗସ୍ତ କରିଥିଲେ । ସେଠାରେ ଦୀନଦୟାଲଙ୍କ ୬୪ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଅନାବରଣ କରାଯାଇଥିଲା । ପରେ ସିଏଏ ପ୍ରସଙ୍ଗରେ କହିଥିଲେ ମୋଦି । ସେ କହିଥିଲେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ଦେଶରେ ନାଗରିକତା ସଂଶୋଧନ ଆଇନ ଆଣିବା, ନିଷ୍ପତିକୁ ଦେଶ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲା । ଦେଶର ମଙ୍ଗଳ ପାଇଁ ଏହି ନିଷ୍ପତି ନିଆଯାଇଛି । ପ୍ରବଳ ବିରୋଧ ସତ୍ୱେ ଏହି ଆଇନ ଦେଶରେ ଯେମିତି ହେଲେ ବି ଲାଗୁ ହେବ । ଏହି ନିଷ୍ପତି କେବେବି ପରିବର୍ତନ ହେବ ନାହିଁ ବୋଲି କହିଛନ୍ତି ମୋଦୀ ।
BREAKING NEWS
- ତୁମେ ମାନେ ଭବିଷ୍ୟତ; Gen Z ଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
- ଆଗ୍ରିଷ୍ଟାକକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମୁଖ୍ୟମନ୍ତ୍ରୀ: ପି-ପାସ୍ ଜରିଆରେ ହିଁ ସରକାର କିଣିବେ ଚାଷୀଙ୍କ ଧାନ
- ଉତ୍ତର ଓଡ଼ିଶାରେ ଘନୀଭୂତ ହେଉଛି ବନ୍ୟା ସ୍ଥିତି: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି, ଅନେକ ଗାଁରେ ପଶିଲା ପାଣି
- ମୃତ୍ୟୁର ବିଭୀଷିକା ସାଜିଲା ଭୂକମ୍ପ: ଘରଦ୍ୱାର ଭୁଶୁଡ଼ି ପଡ଼ିଲା, ଖୋଲା ଆକାଶ ତଳେ ରାତି କାଟୁଛନ୍ତି ଲୋକେ
- ରେଳବାଇ ସୁରକ୍ଷା ପାଇଁ ନୂଆ ପଦକ୍ଷେପ; ଆରପିଏଫ୍ ଡଗ୍ ସ୍କ୍ୱାଡ୍ ଦେହରେ ଲାଗିଲା ବଡି କ୍ୟାମେରା
- ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି; ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି
- ସ୍ୱାଧୀନତାର ୮୦ ବର୍ଷ: କ୍ରୀଡ଼ା କ୍ଷେତ୍ରରେ ଭାରତର ଐତିହାସିକ ସଫଳତା ଓ ବିଶ୍ୱସ୍ତରୀୟ ଯାତ୍ରା
- ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ତ୍ରିଷା: ବାପାମାଆଙ୍କ ସହ ବସିବା ପରେ ପୁଣି ଚର୍ଚ୍ଚାରେ ପ୍ରେମ ସମ୍ପର୍କ!
- ଖୋଲିଲା ରେଙ୍ଗାଲି ଡ୍ୟାମର ଆଉ ଏକ ଗେଟ୍
- ରାତି ଅଧରେ ସର୍କିଟ ହାଉସ୍ ଛାଡ଼ିବାକୁ ନିର୍ଦ୍ଦେଶ: ସୁରକ୍ଷା ନେଇ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଲେ ମହୁଆ ମୋଇତ୍ର

Comments are closed.