ଖୋର୍ଦ୍ଧା: ଟ୍ରେନ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ । ଖୋର୍ଦ୍ଧା ରାସ୍ତା ଅରାଗଡ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଆଜି ସକାଳୁ ଟ୍ରେନ୍ ଲାଇନ୍ ପାର୍ ହେବା ସମୟରେ କଟକ-ପୁରୀ ପାସେଞ୍ଜର ଟ୍ରେନ୍ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଉକ୍ତ ବାଇକରେ ୩ ଜଣ ଥିଲେ । ତେବେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି ।
ସେମାନଙ୍କୁ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ମୃତ ଯୁବକ ଓ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ । ବାଇକ ଚାଳକ ଜଣକ ଇୟର ଫୋନ୍ ବ୍ୟବହାର କରି ଗାଡି ଚଳାଉଥିଲେ । ଫଳରେ ସେ ଟ୍ରେନ୍ ଶବ୍ଦ ଶୁଣି ପାରି ନଥିଲେ । ଟ୍ରେନ୍ ବାଇକ୍କୁ ଧକ୍କା ଦେଇ ପ୍ରାୟ ୩୦ ପର୍ଯ୍ୟନ୍ତ ଟାଣି ନେଇ ଯାଇଥିଲା ।
BREAKING NEWS
- Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
- ପେଟ୍ରୋଲ ରପ୍ତାନି ଉପରେ ରୁଷର କଟକଣା କେତେ ପ୍ରଭାବିତ ହେବ ଭାରତ ?
- ପୁଣି ଉଠିଲା ଏସ୍ସିବି ପ୍ରସଙ୍ଗ, ବିଧାନସଭାରେ ଅଚଳ ଅଚଳାବସ୍ଥା
- ବିଧାନ ପରିଷଦରୁ ଇସ୍ତଫା ଦେଲେ ନୀତିଶ କୁମାର
- ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଚତୁର୍ଥ ଦଫା ରଥ କାଠ
- Kalbaisakhi Alert: ଆହୁରି ୫ ଦିନ ଯାଏ କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- LPG ସଙ୍କଟ: ପେଟ୍ରୋଲ ପମ୍ପରେ ଉପଲବ୍ଧ ହେବ କିରୋସିନ୍
- ନକଲି ସୁନା ଆମ୍ବ ଦେଖାଇ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା;୩ ବର୍ଷ ପରେ ବନ୍ଧାହେଲେ…
- Rahul Arunoday Banerjee Dies: ତାଳସାରୀରେ ସୁଟିଂ ବେଳେ ବଙ୍ଗଳା ଅଭିନେତା ରାହୁଲଙ୍କ ମୃତ୍ୟୁ
Comments are closed.