ରୋମ: ଇଟାଲୀରେ ଉଗ୍ର ରୂନ ନେଇଛି କରୋନା ଭୂତାଣୁର ସଂକ୍ରମଣ । ଏହି ଭାଇରସ ଯୋଗୁଁ ସେଠାରେ ସ୍ଥିତି ଜଟିଳ ହୋଇଛି । କରୋନା ଭୁତାଣୁ ଯୋଗୁଁ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩୦୮୯ ଜଣ ସଂକ୍ରମିତ ଅଛନ୍ତି । ଏଥିପାଇଁ ମାର୍ଚ୍ଚ ୧୫ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କରୋନାକୁ ନେଇ ଲୋକେ ସଚେତନ ରୁହନ୍ତୁ ବୋଲି ସରକାର ପରାମର୍ଶ ଜାରି କରିଛନ୍ତି । ଗତ ୨୪ ଘଂଟା ମଧ୍ୟରେ କୋଭିଡ-୧୯ ଇଟଲୀରେ ୧୯ ଜଣଙ୍କ ଜୀବନ ନେଇଛି । ସେହିପରି ଆମେରିକାରେ ୧୧ଜଣ, ଡାଇମଣ୍ଡ ଫ୍ରାନ୍ସସେସ ୬ଜଣ, ଜାପାନରେ ୬ ଜଣ, ଫ୍ରାନ୍ସରେ ୪ଜଣ, ସ୍ପେନ, ହଂଗକଂଗ, ଅଷ୍ଟ୍ରେଲିଆ ଓ ଇରାକରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ଫିଲିପାଇନ୍ସ, ସାନମାରିଆନୋ, ଥାଇଲାଣ୍ଡ ଓ ତାଇୱାନରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.