ସିଡନୀ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ତେବେ ଟୁର୍ନାମେଂଟରେ ଅପରାଜେୟ ରହିଥିବା ଭାରତକୁ ଏହାର ଫାଇଦା ମିଳିଛି ଏବଂ ଦଳ ଫାଇନାଲରେ ପ୍ରବେଶ କରିଛି । ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି ।
୮ ମାର୍ଚ୍ଚରେ ଖେଳାଯିବାକୁ ଥିବା ଫାଇନାଲରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ସେମିଫାଇନାଲ ବିଜେତାକୁ ଭେଟିବ । ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସେମି ଫାଇନାଲ ବାତିଲ ହେଲେ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିବ । ସୂଚନାଯୋଗ୍ୟ କ୍ରିକେଟ ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ରିଜର୍ଭ ଡେ ମାଗିଥିଲେ ମଧ୍ୟ ଆଇସିସି ମନା କରି ଦେଇଥିଲା । ଫାଇନାଲ ପାଇଁ କେବଳ ରିଜର୍ଭ ଡେ ରଖାଯାଇଛି ।
BREAKING NEWS
- Dry Weather: ୩ ଦିନ ଖରା, ୫ରୁ ବଦଳିବ ପାଗ! ୧୨ରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ; ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି?
- Asian Games Gold: ୧୯ ବର୍ଷରେ ଏସିଆନ୍ ଗେମ୍ସ ଚାମ୍ପିଅନ୍ ସୁନେଲିତା! ଓଡ଼ିଶା ଝିଅଙ୍କ ହକି ସ୍ୱର୍ଣ୍ଣ, ଅନିମେଶ ଆଣିଲେ ବ୍ରୋଞ୍ଜ୍
- Smit Machchhar: ନିଜ ଜୀବନକୁ ପାଣି ଛଡାଇ ବଞ୍ଚାଇ ଦେଲେ ୧୮୦ ଜୀବନ, କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ବଡ଼ ସମ୍ମାନ ଦେବ ଇସ୍ରାଏଲ୍
- Vande Bharat: ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ, ଚେନାବରେ ତିଆରି ହେଲା ନୂଆ ରେକର୍ଡ!
- Vijay turns Bus Conductor: କଣ୍ଡକ୍ଟର ସାଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ଧଡାଧଡ୍ କାଟିଲେ ଟିକେଟ୍!
- CJP Protest: ପୁଣି ମଇଦାନକୁ ଓହ୍ଲାଇବ କକ୍ରୋଚ୍ ଜନତା ପାର୍ଟି! CECଙ୍କ ଇସ୍ତଫା ୧୦ ଅକ୍ଟୋବରରେ ଦିଲ୍ଲୀରେ ବଡ଼ ବିକ୍ଷୋଭ
- Ankush Panghal Makes History:ଭାରତୀୟ ବକ୍ସର ରଚିଲେ ଇତିହାସ; ତିନୋଟି ସ୍ୱର୍ଣ୍ଣ ପଦକ ହାସଲ, ୮ ବର୍ଷ ପରେ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ
- ଟୋଲଗେଟରୁ ନକଲି RTOକୁ ବାନ୍ଧିଲା ପୋଲିସ
- ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଟ୍ରେନ୍;ଚାଲିଗଲା ଟ୍ରାକ୍ ମ୍ୟାନଙ୍କ ଜୀବନ
- ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ

Comments are closed.