ପୁରୀ: ସାରା ଦେଶରେ କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ କରୋନା ଭାଇରସକୁ ନେଇ ଭୟ ଘାରିଛି । ଏହି ପରିପ୍ରେକ୍ଷୀରେ ଆଜି କରୋନା ମୁକାବିଲା ପାଇଁ ପୁରୀରେ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ କରୋନାକୁ ନେଇ ବିଭିନ୍ନ ସଚେତନମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି ।
ପୁରୀ ସମସ୍ତ ହୋଟେଲ ଗୁଡିକୁ ଆଜଭାଇଜରି ଜାରି କରାଯାଇଛି । କୌଣସି ସ୍ଥାନରେ ଏକତ୍ରିତ ନହେବା, ହାତ ମିଳାଇବା ତଥା ଆଲିଙ୍ଗନ ନ କରିବାକୁ ଲୋକଙ୍କୁ ସଚେତନ କରଯାଇଛି । କୌଣସି ବିଦେଶୀ ପର୍ଯ୍ୟଟକ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
କରୋନା ମୁକାବିଲା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ କରାଯାଇଛି । ରୋଗୀଙ୍କୁ ଭୟ କରନ୍ତୁ ନାହିଁ କି ମିଥ୍ୟ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଜିଲ୍ଳାପାଳ କହିଛନ୍ତି ।
BREAKING NEWS
- Odisha Travel Bazaar Inauguration, ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
- ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…
- ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା
- Asian Games: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ, ପାକିସ୍ତାନକୁ ହରାଇ ଗୋଲ୍ଡ ହାତେଇଲା ଟିମ୍ ଇଣ୍ଡିଆ
- ଫାର୍ମା କମ୍ପାନୀର ବଏଲରରେ ବିସ୍ଫୋରଣ; ୫ ମୃତ, ୧୦ ଆହତ
- କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଶାସ୍ତ୍ରୀୟ ପାଲି ପାଇଁ ଏକ୍ସଲେନ୍ସ ସେଣ୍ଟର ଅନୁମୋଦନ: କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, କରିବେ ରାଜ୍ୟ ସାଙ୍ଗଠନିକ ସମୀକ୍ଷା
- ବାଲେଶ୍ୱରରେ ଚାଲିଛି ନକଲି RTO ଅଫିସ୍; ଗିରଫ ହେଲେ ଝାଡ଼ଖଣ୍ଡ ଯୁବକ

Comments are closed.