ବୌଦ୍ଧ: ଫାଇନ ଆଦାୟରେ ରେକର୍ଡ କଲା ବୌଦ୍ଧ ଆର୍ଟିଓ । ଯାତ୍ରୀବାହୀ ବସ୍ଠୁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଜରିମାନା ହୋଇଛି । ବୌଦ୍ଧ ଆର୍ଟିଓ ‘ମୀନରା’ ନାମକ ଏକ ଘରୋଇ ବସ୍କୁ ଏହି ଚାଲାଣ କାଟିଛନ୍ତି । ତେବେ ବସ୍ଟି ୫ଟି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଚାଲାଣ କଟାଯାଇଥିବା ଆର୍ଟିଓ କହିଛନ୍ତି ।
ବିନା ରେଜିଷ୍ଟ୍ରେସନରେ ଗାଡି ଚଳାଚଳ ପାଇଁ ୫ ହଜାର, ପରମିଟ ନଥାଇ ଗାଡି ଚଳାଉଥିବାରୁ ୧୦ ହଜାର, ବୀମା ନଥିବାରୁ ୨ ହଜାର, ସଧାରଣ ଅପରାଧ ପାଇଁ ୫ଶହ ଏବଂ ୨୦୧୮ରୁ ୨୦୨୦ ମଧ୍ୟରେ ବସର ଟ୍ୟାକ୍ସ ଫାଇନ ପାଇଁ ୬ ଲକ୍ଷ ୫୪ ହଜାର ୯୪୫ ଟଙ୍କାର ଚାଲାଣ କଟାଯାଇଛି ।
BREAKING NEWS
- ମହାନଦୀରେ ଆଉ ବଢ଼ିବନି ପାଣି,ଟଳୁଛି ବଡ଼ ବନ୍ୟା ଆଶଙ୍କା:ସର୍ବୋଚ୍ଚ ଯନ୍ତ୍ରୀ
- ଟି୨୦ କ୍ରିକେଟ: ପୋଲାର୍ଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବାରୁ ମାତ୍ର ୨୪ ରନ୍ ଦୂରରେ ବଟଲର
- ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି; ୫୮ ରାପିଡ୍ ରେସପନ୍ସ ଟିମ୍ ଗଠନ
- ନୌସେନାର ନୂଆ ଡେପୁଟି ଚିଫ ହେଲେ ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ
- ଡୋଭାଲଙ୍କୁ ସମ୍ମାନଜନକ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର;ଯୁବବର୍ଗଙ୍କୁ କହିଲେ-ଜାତୀୟ ସ୍ୱାର୍ଥ ପାଇଁ ନିଜ ଜୀବନ ଉତ୍ସର୍ଗ କର…
- ବିଡିଏର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଶୁଭାରମ୍ଭକୁ ମଞ୍ଜୁରୀ
- ବକ୍ସିଂରେ ଭାରତର ଡବଲ୍ ଗୋଲ୍ଡ; ପ୍ରୀତି,ଜସମିନ ଜିତିଲେ ସ୍ୱର୍ଣ୍ଣ
- ବିଲ୍ଡରଙ୍କ ଘରୁ ଚୋରି କରିନେଲେ ୨ କୋଟି ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା
- ୩୭.୩୨ ଲକ୍ଷ ଆତ୍ମସାତ ଅଭିଯୋଗ; ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ
- ଅଗଷ୍ଟ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ
Comments are closed.