Latest Odisha News

BREAKING NEWS

ଲଜ୍ଜା: ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ କନେଷ୍ଟବଳ

ଭୁବନେଶ୍ୱର: ନିଜ ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ ପୋଲିସ ଗୁରୁବାର ଦିନ ବିଜୟ ସେଠୀ ନାମକ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ, ଶ୍ରୀ ସେଠୀ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗକୁ ଭିତ୍ତିକରି ଘଟଣାର ଛାନଭିନ୍ନ କରିବା ସହିତ ପୋଲିସ ଶ୍ରୀ ସେଠୀଙ୍କୁ ଗିରଫ କରିଛି ।

ପୋଲିସ ଅଭିଯୁକ୍ତ କନେଷ୍ଟବଳଙ୍କୁ କୋର୍ଟକୁ ଚାଲାଣ କରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.