ଭୁବନେଶ୍ୱର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ତେବେ ଏହା ପୂର୍ବରୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଭାରତରେ କରୋନା ଭାଇରସ ଭୟ ଲାଗି ରହିଥିବାରୁ ଓଡ଼ିଶାରେ ସଚେତନତା ପାଇଁ ହୋଲି ଖେଳକୁ ନେଇ ପରାମର୍ଶ ଜାରି କରିଛନ୍ତି । ମୁହଁରେ ରଙ୍ଗ ବୋଳିବାକୁ ସେ ମନା କରିଛନ୍ତି । ଏଥିସହ ଆଲିଙ୍ଗନ କିମ୍ବା ହାତ ନ ମିଳାଇବା ପାଇଁ ମଧ୍ୟ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
କେବଳ ସେତିକି ନୁହେଁ କୌଣସି ସ୍ଥାନରେ ଏକାଠି ଗାଧାନ୍ତୁ ନାହିଁ । ଥଣ୍ଡା, ଛିଙ୍କ ଓ ସର୍ଦ୍ଧି ଥିଲେ ହୋଲି ଖେଳନ୍ତୁ ନାହିଁ । ଖୁସିର ପର୍ବକୁ ମନା ନାହିଁ ତେଣୁ ଏହାକୁ ଘରେ ରହି ଖେଳନ୍ତୁ ବୋଲି ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.