ଭୁବନେଶ୍ୱର: ବଲିଉଡରେ ପାଦ ଥାପିଛନ୍ତି ପ୍ରିନ୍ସ ଡ୍ୟାନସ୍ ଗ୍ରୁପର କ୍ରିଷ୍ଣା ରେଡ୍ଡି । ସଂଜୀବ ଜୈସୱାଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବଗାୱତ’ରେ କ୍ରିଷ୍ଣା ଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ସମ୍ବିଧାନ ପ୍ରଣେତା ଡ. ବି. ଆର୍. ଆମ୍ବେଦକରଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ରଜନୀଶ ଡଗଲ୍ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି । ଏବେ ଚଳଚ୍ଚିତ୍ରର ସୁଟିଂ ଲକ୍ଷ୍ନୌରେ ଚାଲିଛି । ଏହା ପରେ ମୁମ୍ବାଇ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ୪୫ ଦିନର ସୁଟିଂ ହେବ ।
ପୂର୍ବରୁ ‘କ୍ରିଷ୍ଣା-ଷ୍ଟୋରି ଅଫ୍ ଏ ଡ୍ୟାନ୍ସର’ ନାମରେ ଓଡିଆ ଚଳଚ୍ଚିତ୍ର ରିଲିଜ ହୋଇଥିଲା । ଏଥିରେ କ୍ରିଷ୍ଣା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଦେବୀ’ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ ଚାଲିଛି । କ୍ରିଷ୍ଣା ଜାତୀୟ ସ୍ତରର ଏକ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏକ ରିଅଲିଟି ସୋ’ରେ ସେ ବିଜେତା ହୋଇ ବେଶ୍ ନାଁ କମାଇଥିଲେ ।
BREAKING NEWS
- ବ୍ୟାଙ୍କ ସମ୍ମୁଖରୁ ଟଙ୍କାଭର୍ତ୍ତି ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ;ଛତିଶଗଡ଼ ରାସ୍ତାରେ ମାରିଲେ ଚମ୍ପଟ
- ୧୦୦ ଦିନର ନୀରବ ପଦଯାତ୍ରା: ପୁରୀ ବାସିନ୍ଦାଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ…
- ଡକାୟତି ଓ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ; ୬ ଅଭିଯୁକ୍ତ ଗିରଫ
- ସଞ୍ଜୁଙ୍କୁ ନେଇ ଟିମ ମ୍ୟାନେଜମେଂଟ, ଚୟନ କମିଟି ମଧ୍ୟରେ ମତଭେଦ
- ମେଲବର୍ଣ୍ଣରେ ପ୍ରବାସୀ ଭାରତୀୟଙ୍କୁ ସମ୍ଭୋଧନ କଲେ ମୋଦି; ଗ୍ରୋ ମୋର୍, ଆଚିଭ ମୋର୍ ରୁ ଗଗନଯାନ ପର୍ଯ୍ୟନ୍ତ କହିଲେ ଏପରି କଥା…
- Kathajodi River:କାଠଯୋଡ଼ି ପଠାରେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଠାବ
- ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ଏହି ଐତିହାସିକ ଚୁକ୍ତି…
- ଜୁନିୟର ପୁରୁଷ ହକି: ଭାରତୀୟ ଦଳରେ ଓଏନ୍ଟିଏଚ୍ଏଚ୍ପିସିର ୭ ଜଣ କ୍ୟାଡେଟ୍
- India & Australia Sign Uranium Pact:ଅଷ୍ଟ୍ରେଲିଆ ଭାରତକୁ ଯୋଗାଇବ ୟୁରାନିୟମ;ଭାରତ ପାଇଁ ଅଷ୍ଟ୍ରେଲିଆ ସହିତ ୟୁରାନିୟମ ଚୁକ୍ତି କେତେ ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ…
- ଆସନ୍ତୁ ଜାଣିବା ୨୦୦୦ କୋଟି ବଜେଟର ଫିଲ୍ମ କେବେ ହେବ ରିଲିଜ
Comments are closed.