ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଥିବା ଲକ୍ଡାଉନ୍ ମଧ୍ୟ ଜାରି ରହିଛି । ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଯଦି କେହି ସରକାରୀ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଜନତା କର୍ଫୁୃ୍ୟ ସତ୍ତ୍ୱେ ଅନେକ ଲୋକେ ବାଇକ ଧରି ସହର ସାରା ବୁଲୁଛନ୍ତି । ସେମାନଙ୍କୁ ପୋଲିସ ବାରଣ କରିଛି, ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି । ଯଦି ନିହାତି ଜରୁରୀ ଅଛି ତାହାଲେ ବାଇକରେ ନଯାଇ ଲୋକେ ଚାଲିକି ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ପରିବାରର ମଧ୍ୟରୁ କେବଳ ଜଣେ ବ୍ୟକ୍ତି ବାହାରକୁ ଯାଇ ଆବଶ୍ୟକୀୟ ସାମଗ୍ରୀ ଆଣନ୍ତୁ । ଘରକୁ ଫେରି ହାତ ଗୋଡ ଭଲଭାବେ ଧୁଅନ୍ତୁ । ପରିବାରଠାରୁ ଦୂରରେ ରହିଥିବା ବ୍ୟକ୍ତି ଘରକୁ ଫେରନ୍ତୁ ନାହିଁ ବୋଲି ସିପି କହିଛନ୍ତି ।
BREAKING NEWS
- India’s Mega Deal with France: ଭାରତର ସବୁଠାରୁ ବଡ ଡିଲ୍…ଚୀନ, ପାକିସ୍ତାନର ଉଡିବ ନିଦ!
- ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଚାଷୀଙ୍କ ରାସ୍ତାରୋକ; ଯାତାୟାତ ସମ୍ପୂର୍ଣ୍ଣ ଠପ୍
- ୟୁରୋପୀୟ ସଂଘ ଉପରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତ: ଶେହବାଜ ଓ ସେନା ମୁଖ୍ୟଙ୍କୁ ପ୍ରଶଂସା, ଭାରତ ସହ ବାଣିଜ୍ୟ ଚୁକ୍ତି ପରେ ଚର୍ଚ୍ଚା ଜୋର
- କାଳବୈଶାଖୀ ସତର୍କତା: ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା
- ୟୁଟ୍ୟୁବରେ ଆଉ ଚାଲିବନି ଏଆଇର ଖେଳ: ନକଲି ଭିଡିଓକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରିବ ପ୍ଲାଟଫର୍ମ
- Balianta Murder case:ସୌମ୍ୟ ହତ୍ୟା ମାମଲା:ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ,ଅଭିଯୁକ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି
- SupremeCourt on Prostituteson: ବେଶ୍ୟାବୃତ୍ତି ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ, କହିଲେ, ‘ଅପରାଧ ନୁହେଁ ସ୍ୱେଚ୍ଛାକୃତ ଦେହବ୍ୟାପାର…’
- Trump cuts tariffs: କୃଷି ଏବଂ ଶିଳ୍ପ ଯନ୍ତ୍ରପାତି ଉପରେ ବଡ ଆଶ୍ବସ୍ତି ଦେଲେ ଡୋନାଲ୍ଡ ଟ୍ରମ୍ପ, ମିଳିପାରେ ଏହି ସବୁ ଲାଭ…
- ନେତାନ୍ୟାହୁଙ୍କ ଉପରେ ବର୍ଷିଲେ ଟ୍ରମ୍ପ: ହିଜବୁଲ୍ଲା ସହ ସଂଘର୍ଷକୁ ନେଇ କହିଲେ ପାଗଳ
- କଳା ବ୍ଲେଜର ଓ ଧଳା ସାର୍ଟ ପିନ୍ଧିବାର ରହସ୍ୟ ଖୋଲିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ
Comments are closed.