ଉହାନ: ପ୍ରାୟ ୪ ମାସ ପରେ ଉଠିଲା ଲକ୍ ଡାଉନ । କୋହଲା ହେଲା କଟକଣା । ରାସ୍ତାରେ ଗଡିଲା ବସ୍ । କରୋନାର କେନ୍ଦ୍ର ସ୍ଥଳ ଚୀନ୍ର ଉହାନରେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି । ପ୍ରାୟ ୩ ମାସ ହେବ ଜାରି ଅବରୋଧ ହଟାଇବା ପାଇଁ ମଙ୍ଗଳବାର ନିଷ୍ପତି ନିଆଯାଇଥିଲା । ଏହାପରେ ବୁଧବାର ଅର୍ଥାତ ଆଜି ସକାଳୁ ବସ୍ ଚଳାଚଳ କରିଛି । ଦୋକାନ ବଜାର ସବୁ ଖୋଲା ହୋଇଥିବା ଦେଖିବାକୁ ମିଳିଛି ।
ସେପଟେ ଚୀନ୍ରେ କରୋନା ସମ୍ପର୍କିତ ଆଉ ୪୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ସମସ୍ତ ସଂକ୍ରମିତ ବିଦେଶ ଫେରନ୍ତା ବୋଲି ଜଣାପଡିଛି । ଅନ୍ୟପଟେ ଚୀନ୍ ଜାତୀୟ ସ୍ୱାସ୍ଥ୍ୟସେବା ଏନ୍ଏଚ୍ସି ଅନୁସାରେ ହୁବେଇ ଓ ଉହାନରୁ କୋଭିଡ-୧୯ର ଗୋଟିଏ ବି ନୂଆ ଅଭିଯୋଗ ଆସି ନାହିଁ । କିନ୍ତୁ ଉହାନରେ ଏବେବି ଲୋକେ ଘରୁ ବାହାରକୁ ବାହାରିଲେ ମଧ୍ୟ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି ।
BREAKING NEWS
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ

Comments are closed.