ଭୁବନେଶ୍ୱର: ଓଡ଼ିଶାକୁ ଫେରିଛନ୍ତି ୮୪ ହଜାର ଓଡ଼ିଆ । ଏମାନେ ଅନ୍ୟ ରାଜ୍ୟରୁ ଲକ ଡାଉନ ହେବା ପୂବରୁ ଫେରି ଆସିଛନ୍ତି । ଏ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିବା ଦରକାର । ଏହା ନହେଲେ କରୋନା ସଂକ୍ରମଣ ବଢ଼ିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।
ବିଦେଶ ଫେରନ୍ତା ସଂଖ୍ୟାକୁ ଦୃଷ୍ଟିରେ ରଖି ପଂଚାୟତ ସ୍ତରରେ ରାଜ୍ୟ ସରକାର ୭୨୭୬ଟି କ୍ୱାରେଣ୍ଟାଇନ ସୁବିଧା ପ୍ରସ୍ତୁତି ହୋଇଛି । କରୋନା ମୁକାବିଲା କରିବା ପାଇଁ ଭୟଭିତ ହେବା ଉଚିତ ନୁହେଁ । ଆମ ସମସ୍ତଙ୍କୁ ଏହି ଯୁଦ୍ଧରେ ମିଳିମିଳି ବିଜୟୀ ହେବା ଦରକାର ଅଛି ବୋଲି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସୁବ୍ରତ ବାଗଚୀ କହିଛନ୍ତି ।
ଓଡ଼ିଶାରେ କରୋନା ନେଇ ରାଜ୍ୟ ସରକାର ଅନେକ ଗୁଡ଼ିଏ ଭଲ ପଦକ୍ଷେପ ନେଇଛନ୍ତି। ତୃତୀୟ ପର୍ୟ୍ୟାୟ ପାଇଁ ଜରୁରୀକାଳୀନ ଚିକିତ୍ସା କରାଯିବା ଦରକାର। ଅଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଭୁବନେଶ୍ୱରରେ ୨ଟି ବୃହତ୍ତ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି କହିଛନ୍ତି ସୁବ୍ରତ ବାଗଚୀ କହିଛନ୍ତି ।
BREAKING NEWS
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
Comments are closed.