ସୀତାପୁର: ଉତରପ୍ରଦେଶର ବିଜେପି ବିଧାୟକ ଶଶାଙ୍କ ତ୍ରିବେଦୀ ଲକଡାଉନ ନ ଉଠିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । କରୋନା ମହାମାରୀ ବେଳେ ଅନେକ ଲୋକ ଅନ୍ନ ଖାଇବାକୁ ପାଉ ନାହାନ୍ତି । ସେମାନଙ୍କ ପାଇଁ ମୋର ଏହି ଛୋଟ ପ୍ରୟାସ ବୋଲି ମାହୋଲୀ ବିଧାୟକ କହିଛନ୍ତି । ଲକଡାଉନ ଉଠିବା ଖୁସି ଖବର ପରେ ମୁଁ ଅନ୍ନ ଗ୍ରହଣ କରିବି ବୋଲି ତ୍ରିବେଦୀ କହିଛନ୍ତି ।
ଏହା ବ୍ୟତୀତ ସେ ୧ କୋଟି ଟଙ୍କା କରୋନା ଉପଚାର ନେଇ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋ ପାଇଁ ପ୍ରେରଣା ବୋଲି ଏହି ବିଧାୟକ ଜଣକ କହିଛନ୍ତି ।
Comments are closed.