Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା 

ବାଗପତ୍: ନିଜ ରକ୍ତରେ ଲେଖିଲେ ଚିଠି, ରାଷ୍ଟ୍ରପତିଙ୍କୁ ଜଣାଇଲେ ଦୁଃଖ। କାରଣ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ! କିଛି ଏପରି ସମ୍ବେଦନଶୀଳ ଖବର ଆସିଛି ଉତ୍ତରପ୍ରଦେଶରୁ। ବାଗପତ ଜିଲ୍ଲାରୁ ଜଣେ ୩୨ ବର୍ଷୀୟ ସରକାରୀ ଅଧ୍ୟାପିକା ନିଜ ରକ୍ତରେ ଏକ ଚିଠି ଲେଖି ରାଷ୍ଟ୍ରପତିଙ୍କୁ ତାଙ୍କ ପରିବାର…

ଆତଙ୍କବାଦୀଙ୍କ ଟାର୍ଗେଟରେ  ଅଯୋଦ୍ଧା ରାମ ମନ୍ଦିର, ହ୍ୟାଣ୍ଡ ଗ୍ରେନେଡ୍ ସହ ଧରିଲା ପୋଲିସ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ  ଅଯୋଦ୍ଧା ରାମ ମନ୍ଦିର । ଆତଙ୍କବାଦୀମାନେ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବାର ଖବର ସାମ୍ନାକୁ ଆସିଛି। ଏନେଇ ଗୁଜରାଟ ପୋଲିସ ଖବର ପାଇ ତୁରନ୍ତ ତଦନ୍ତ ଆରମ୍ଭ କରି ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଛି। ଗୁଜରାଟ ପୋଲିସ ହରିୟାଣା ଓ…

ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ୫ ମୃତଦେହ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମିରଟରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ବନ୍ଦ ଘରୁ ୫ଟି ମୃତଦେହ ଉଦ୍ଧାର କରିଛି ପୋଲିସ । ଏମାନଙ୍କ ଭିତରୁ ବକ୍ସ ଖଟ ଭିତରୁ ମିଳିଛି ୩ ଝିଅଙ୍କ ମୃତଦେହ । ଆଉ ଖଟ ପାଖରେ ଦମ୍ପତି ଓ ଖଟ ଭିତରୁ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୫ ଜଣଙ୍କ ଶରୀରର ବିଭିନ୍ନ…

ମହାକୁମ୍ଭ ୨୦୨୫ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା; ବଟରଫ୍ଲାଏ ଲାଇଟିଂରେ ଝଲସିବ ଲକ୍ଷ୍ନୌରୁ ପ୍ରୟାଗରାଜ ରାସ୍ତା

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ପାଇଁ, ଲକ୍ଷ୍ନୌରୁ ପ୍ରୟାଗରାଜ ରାସ୍ତାକୁ ପ୍ରଜାପତି ଆଲୋକରେ ସଜାଇବାକୁ ନିଷ୍ପତ୍ତି ନିଆଯାଇଛି | ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଆୟୋଜିତ ହେବ । ଏଥିପାଇଁ ମୁଖ୍ୟ ରାସ୍ତା ଏବଂ ଛକଗୁଡ଼ିକରେ ସ୍ୱତନ୍ତ୍ର ସାଜସଜ୍ଜା କରାଯିବ | ରାସ୍ତା…

ମହାକୁମ୍ଭ ମେଳା ୨୦୨୫: ମହାକୁମ୍ଭକୁ ଗଲେ ନିଶ୍ଚିତ ଭାବରେ ଏହି ଜିନିଷ ସାଥୀରେ ଆଣନ୍ତୁ..

ନୂଆଦିଲ୍ଲୀ : ୨୦୨୫ ମସିହାରେ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି | ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬ ଫେବୃଆରୀରେ ସମାପନ ହେବ । ପ୍ରୟାଗରେ ମହାକୁମ୍ଭ ସମୟରେ ସାଧୁସନ୍ଥ, ନାଗା ସାଧୁ ଓ ମହାନ ବ୍ୟକ୍ତିତ୍ୱଙ୍କ ସମାବେଶ…

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଟ୍ରାଏଲ ଲ୍ୟାଣ୍ଡିଂ ସଫଳ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଉଡାଣ

ନୂଆଦିଲ୍ଲୀ: ପ୍ରଥମ ବିମାନ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସଫଳତାର ସହିତ ଅବତରଣ କରିଛି| ଇଣ୍ଡିଗୋ ବିମାନ ଜେଓ୍ବର ବିମାନବନ୍ଦରର ରନୱେରେ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ଡିଜିସିଏର ସବୁଜ ସଙ୍କେତ ପରେ ରନୱେ ଟ୍ରାଏଲ ଆରମ୍ଭ କରାଯାଉଛି। ଏହାର ସମସ୍ତ ପ୍ରସ୍ତୁତି…

ମହାକୁମ୍ଭ ମେଳା ୨୦୨୫: ଜାଣନ୍ତୁ କେବେ ଆରମ୍ଭ ଓ ମହାସ୍ନାନର ଯୋଗ କେବେ ରହିଛି

ନୂଆଦିଲ୍ଲୀ: ୨୦୨୫ ମସିହାରେ ମହାକୁମ୍ଭ ମେଳା ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି | ଆସନ୍ତୁ ଜାଣିବା ମହାକୁମ୍ଭ ୨୦୨୫ ସହିତ ଜଡିତ ଗୁରୁତ୍ଵପୂର୍ଣ୍ଣ ଜିନିଷ ସମ୍ବନ୍ଧରେ.. ମହାକୁମ୍ଭ ମେଳା ପ୍ରତି ୧୨ବର୍ଷରେ ଆୟୋଜିତ ହୁଏ ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ଓ ବୃହସ୍ପତି ଗ୍ରହ…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…

ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଭାରତୀୟ କ୍ରିିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଏବେ ଚର୍ଚ୍ଚାରେ ରହିଛନ୍ତି । ଶୁକ୍ରବାର କୁଚ ବିହାର ଟ୍ରଫି କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ମେଘାଳୟ ବିପକ୍ଷରେ ୨୯୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ ।…

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…