ଟୋକିଓ: ଜାପାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨ ଦିନ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜାପାନ ପ୍ରଧାନ ମନ୍ତ୍ରୀ ଶିଞ୍ଜୋ ଆବେ ମଙ୍ଗଳବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ନିଆଯିବ ବୋଲି କହିଛନ୍ତି । ରିପୋର୍ଟ ମୁତାବକ ଏଠାରେ ଏମରଜେନ୍ସି ଲଗା ଯାଇପାରେ । ଏଥିନେଇ ସେ କ୍ୟାବିନେଟ ସହ ପରାମର୍ଶ କରୁଥିବା ଜଣାପଡିଛି । ଏହା ଅନ୍ୟ ଦେଶ ଭଳି ଲଗାଯାଇଥିବା ଲକଡାଉନ ଶୈଳୀ ହେବ ନାହିଁ ବୋଲି କୁହାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପୂର୍ବରୁ ଜାପାନ ସରକାର ୫୪ କୋଟି ଟଙ୍କା ଘୋଷଣା କରିସାରିଛି ।
BREAKING NEWS
- ସିପିଆର କେତେ ଲାଭଦାୟକ, ହୃଦଘାତ ସମୟରେ ସାହାଯ୍ୟ ଦିଏ କି?
- ରାଗ ଶୁଝାଇବେ ନା ଚୁପ୍ ରହିବେ ?
- ‘ହେବେ ଯଦି ମୁଖ୍ୟମନ୍ତ୍ରୀ ହେବେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି ସିନ୍ଦେ’
- ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ
- ଇସ୍ରାଏଲ ଓ ହିଜବୁଲ୍ଲାହର ଅସ୍ତ୍ରବିରତି ବୁଝାମଣା, ଜାଣନ୍ତୁ କଣ ରହିଛି କାରଣ..
- ଲାଞ୍ଚ ନେଇ ଧରାପଡିଲେ ସିଡିପିଓ
- ରାପର ବାଦଶାହଙ୍କ କ୍ଲବରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଗୋଲ୍ଡି…
- ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ
- ଗୃହରେ ଗନ୍ଧମାର୍ଦ୍ଦନ ଝଡ: ମନ୍ତ୍ରୀ କହିଲେ, ପୂର୍ବ ସରକାର ଦେଇଥିଲେ, ଆମେ ଇଞ୍ଚିଏ ଦେବୁନି…
- ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା ଆଦାନୀ ଗ୍ରୁପ
Comments are closed.