ଭୋପାଲ: କାରୋନା ମହାମାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ସେ କହିଛନ୍ତି, ଲକଡାଉନ୍ ଲାଗୁ କରିବାରେ କେନ୍ଦ୍ର ସରକାର ବିଳମ୍ବରେ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନରେ ଯେତିକି ବିଳମ୍ବ ହେଉଥିଲା ସରକାର ଲକଡାଉନ ଜାରି କରିବାରେ ସେତିକି ବିଳମ୍ବ କରିଥିଲେ ବୋଲି ସେ କହିଛନ୍ତି ।
ଯଦି ପୂର୍ବରୁ ଲକଡାଉନ୍ ଲାଗୁ କରାଯାଇଥାନ୍ତା ତେବେ ଦେଶ ଆଜି ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଥାନ୍ତା ବୋଲି କମଲନାଥ କହିଛନ୍ତି । ରାହୁଲ ଗାନ୍ଧୀ କୋଭିଡ-୧୯କୁ ନେଇ ଉଦ୍ବେଗ ପ୍ରକାଶ କରିବାର ୪୦ଦିନ ପରେ କେନ୍ଦ୍ର ଲକଡାଉନ୍ ଘୋଷଣା କଲା। ତେଣୁ କୋଭିଡ-୧୯ର ମୁକାବିଲା କରିବାକୁ ହେଲେ ଯେଉଁ ପଦକ୍ଷେପ ନେବାକଥା ସେଥିରେ କେନ୍ଦ୍ର ସରକାର ବିଳମ୍ବ କଲେ ବୋଲି କମଳନାଥ ଅଭିଯୋଗ କରିଛନ୍ତି।
ଏଥିସହ ସେ ଶିବରାଜ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ନୂଆ ସରକାର ପରିସ୍ଥିତିର ଯେପରି ମୁକାବିଲା କରିବା କଥା ତାହା ଏବେ କରିବାରେ ବିଫଳ ହୋଇଛି । ମଧ୍ୟପ୍ରଦେଶ ଏକମାତ୍ର ରାଜ୍ୟ ଯେଉଁଠି ଏବେ କେହି ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ନାହାନ୍ତି ବୋଲି ସେ କହିଛନ୍ତି ।
BREAKING NEWS
- Serious allegations against SCB Medical:ମେଡିକାଲ ବିରୋଧରେ ସାଂଘାତିକ ଅଭିଯୋଗ;ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା !
- Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ
- Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର
- ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି
- ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ
- ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ

Comments are closed.