Latest Odisha News

କିଲର କରୋନା କବଳରେ ଆମେରିକାର ସେନା

ୱାଶିଂଟନ: କିଲର କରୋନା ଆମେରିକାର କ୍ଷତି ଘଟାଇ ଚାଲିଛି । ଏହା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ସେନା ବାହିନୀକୁ ମଧ୍ୟ ଛାଡିନି । ରିପୋର୍ଟ ମୁତାବକ ଆମେରିକାରେ ୫୫୦ ନୌସୈନିକ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ୯୨ ପ୍ରତିଶତ ନୌସେନାଙ୍କ ପରୀକ୍ଷଣ ପରେ ଉପରୋକ୍ତ ରିପୋର୍ଟ ଆସିଥିଲା । ଏମାନଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।

BjdElectrycity

ଆମେରିକା ରକ୍ଷା ମନ୍ତ୍ରୀ ମାର୍କ ଏମ୍ପର ଘଟଣା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ନୌସେନା ସଚିବ ଥମାଲ ମୋଡାଲି କ୍ୟାପଟେନ ବ୍ରେଟ କ୍ରୋଜିୟରଙ୍କ ଘଟଣାରେ ଦାୟୀ କରି ପଦରୁ ହଟାଇ ଦେଇଛନ୍ତି । ତେବେ କ୍ରୋଜିୟର ଏ ସମ୍ପର୍କରେ ପେଂଟାଗନକୁ ଆଗୁଆ ଜଣାଇଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.