Latest Odisha News

BREAKING NEWS

ହାରିବ କରୋନା ଜିତିବ ଓଡିଶା: ଦେଖନ୍ତୁ, ଗୀତ ଗାଇ ଲୋକଙ୍କୁ ସଚେତନ କରାଇଲେ ଯାଜପୁର ଥାନା ଅଧିକାରୀ

ଯାଜପୁର: ମାରାତ୍ମକ କୋରୋନାକୁ ହରାଇବାକୁ ହେଲେ ଆବଶ୍ୟକ ରହିଛି ସଚେତନତା । ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି ଯାଜପୁର ଜିଲା ବିଂଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା ।

ଅଭିନବ ଉପାୟରେ ଗୀତଗାଇ ଲୋକଙ୍କୁ ସଚେତନ କରାଇଛନ୍ତି ବିଞ୍ଝାରପୁର ଥାନା ଅଧିକାରୀ ଶିବ ଚରଣ ବେହେରା ।

ଏହି ଗୀତକୁ ସେ ନିଜେ ରଚନା କରିବା ସହିତ କଣ୍ଠଦାନ ମଧ୍ୟ କରିଛନ୍ତି । ଗାଁକୁ ଗାଁ ବୁଲି  ହିନ୍ଦୁ, ମୁସଲମାନ, ଶିଖ୍ ଇସାଇ ଲୋକେ ଏହି ବିପଦ ସମୟରେ କିଭଳି ମିଳିତ ଭାବେ କରୋନାର ମୁକାବିଲାରେ ସହଯୋଗ କରିବେ ସେ ନେଇ ଗୀତ ମାଧ୍ୟମରେ ସଚେତନ କରାଉଛନ୍ତି ।
ଏହା ସହିତ ସାଧାରଣ ଲୋକେ ପୁଲିସ ଓ ପ୍ରଶାସନର ନୀୟମ ପାଳନ କରି ଲକ ଡାଉନ

Comments are closed.