Latest Odisha News

ଲକ୍‌-ଡାଉନରେ ସୁପରଷ୍ଟାର ସଲମାନ କାହିଁକି ନେଲେ ଏପରି ନିଷ୍ପତ୍ତି !

ମୁମ୍ବାଇ: ଖୁବଶୀଘ୍ର ବଲିଉଡ ସୁପରଷ୍ଟାର ସଲମାନ ଖୋଲିବେ ନିଜର ୟୁ ଟ୍ୟୁବ ଚ୍ୟାନେଲ । ଚ୍ୟାନେଲର ନାଁ ରହିବ ବିଙ୍ଗ୍ ସଲମାନ ଖାନ ।

 

View this post on Instagram

 

A post shared by Salman Khan (@beingsalmankhan) on

ଅନେକ ସମୟରେ ସଲମାନ ଇନଷ୍ଟାଗ୍ରମ ଜରିଆରେ ବ୍ୟକ୍ତିଗତ ଭାବେ କିଛି ଫନ୍ନି ଭିଡିଓ ଶେୟାର କରି ଦର୍ଶକଙ୍କ ସହ ଯୋଡିହୋଇଥାନ୍ତି । ତେବେ ଫ୍ୟାନମାନଙ୍କର ଅତ୍ୟଧିକ ଡିମାଣ୍ଡକୁ ଦେଖି ସଲମାନ ଏକ ୟୁ ଟ୍ୟୁବ ଚ୍ୟାନେଲ ଜରିଆରେ ଅଧିକରୁ ଅଧିକ ଭିଡିଓ ଶେୟାର କରିବାକୁ ଯୋଜନା କରିଛନ୍ତି ।

କରୋନାମହାମାରୀରେ ଲୋକଙ୍କୁ ସଚେତନ କରିବା ପାଇଁ ସଲମାନ ଏକାଧିକ ଭିଡିଓରେ ନଜର ଆସିଥିଲେ । ନିକଟରେ ୧୯୮୯ର ବ୍ଲକବଷ୍ଟର ମୁଭି ମୈନେ ପ୍ୟାର କିୟା ର ଏକ ରୋମାଣ୍ଟିକ ସିନ୍‌କୁ କରୋନାଭାଇରସ୍ ଟୁଇଷ୍ଟ ଦେଇ ଶେୟାର କରିଛନ୍ତି ।

Comments are closed.