ନୂଆଦିଲ୍ଲୀ: ମେ’ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ୱାସ୍ଥ୍ୟ ବୀମା ଅବଧି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ବର୍ତ୍ତମାନ ମେ’ ୧୫ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଏପ୍ରିଲ ୨୧ ଯାଏ ବୃଦ୍ଧି ପାଇଥିଲା।
ତେବେ କେବଳ ମୋଟର ଥାର୍ଡ ପାର୍ଟି ପାଇଁ ଏହି ସମୟ ସୀମା ଅବଧି ପ୍ରଯୁଜ୍ୟ ହେବ। ଏହା ଓନ୍ଡ ବ୍ୟକ୍ତିଗତ ଦୁର୍ଘଟଣା ପାଇଁ ଲାଗୁହେବନି। ଆଇଆରଡିଏଆଇ ଅଧିକାରୀଙ୍କ କହିବା ଅନୁଯାୟୀ, ବୃଦ୍ଧି ପାଇଥିବା ଅବଧି ଏବଂ ବୈଧତା ମୋଟର ଥାର୍ଡ ପାର୍ଟି କମ୍ପୋନେଣ୍ଟ ପାଇଁ ଲାଗୁ ହେବ।
ମାର୍ଚ୍ଚ ୨୫ରୁ ମେ ୩ ତାରିଖ ମଧ୍ୟରେ ଯେଉଁମାନଙ୍କ ପଲିସି ଅବଧି ସରୁଛି ସେମାନଙ୍କ ପାଇଁ ଏହି ସମୟ ସୀମା କୋହଳ କରାଯାଇଛି।
BREAKING NEWS
- ଶିମିଳିପାଳରେ ବାଘୁଣୀ ମୃତ
- ଏକକ ଶିକ୍ଷକ ଥିବା ସ୍କୁଲରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ନିର୍ଦ୍ଦେଶ
- ସୁନ୍ଦରଗଡ଼ରେ ଯୁବକଙ୍କୁ ଜାଳିଦେଲେ ଦୁର୍ବୁତ୍ତ!
- Flying Car: ଆକାଶରେ ଉଡିଲା କାର୍!
- Parliament Monsoon Session: ମୌସୁମୀ ଅଧିବେଶନର ଶେଷ ୪ ଦିନ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ପରିସୀମନ, ମହିଳା ସଂରକ୍ଷଣ ଓ FCRA ବିଲ୍କୁ ନେଇ ବଢ଼ିଲା ସସ୍ପେନ୍ସ
- କାଠଯୋଡ଼ିକୁ ଡେଇଁଲେ ଯୁବକ; ଉପରେ ରେନକୋଟ୍, ମୋବାଇଲ୍…
- Arunachal Pradesh: ଚୀନର ଚାଲକୁ ବଡ ପ୍ରହାର! ଅରୁଣାଚଳ ପ୍ରଦେଶର ୨୭ ସ୍ଥାନର ନାଁ ଭାରତର ଅଫିସିଆଲ ମ୍ୟାପରେ…
- Old Monk ଏବଂ Bagpiper ସମେତ ଏସବୁ ମଦ ବ୍ୟାନ…
- ବଢୁଛି ସାଳନ୍ଦୀ ନଦୀ ଜଳସ୍ତର, ବନ୍ୟା ଆଶଙ୍କା…
- ପ୍ରବଳ ବର୍ଷା ଆଲର୍ଟ; ମୟୂରଭଞ୍ଜରେ ଆଜି ସ୍କୁଲ ଛୁଟି

Comments are closed.