ମୁମ୍ବାଇ: ଏବେ କରୋନା କବଳରେ ସମଗ୍ର ଦେଶ । ମହାମାରୀ କରୋନା ନ ବ୍ୟାପିବା ପାଇଁ ପୁରା ଦେଶକୁ ଲକଡାଉନ୍ କରାଯାଇଛି । ଏହି ସମୟରେ ଅନେକ ସେଲିବ୍ରିଟ୍ ସହାୟତାର ହାତ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି । ଆଉ ଏଥିରୁ ପଛରେ ପଡି ନାହାନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ୍ ।
ସଲମାନଙ୍କ ନୂଆ ଗୀତ ‘ପ୍ୟାର୍ କରୋନା’ ରିଲିଜ ହୋଇଛି । ଏହି ଗୀତରେ ଦେଶବାସୀଙ୍କୁ ସଲମାନ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି ସଂକଟ ସମୟରେ ସମସ୍ତେ ସ୍ନେହ ପ୍ରେମରେ ବଂଚିବା ପାଇଁ ବାର୍ତ୍ତା ଦେଇଛନ୍ତି ଭାଇଜାନ ।
ଏଥିସହ ଏହି ଗୀତରେ ଦେଶ ଭକ୍ତିର ରଙ୍ଗ ମଧ୍ୟ ଦେଖିବାକୁ ମିଳିଛି । ଏହି ଗୀତରେ ସଲମାନ ଖାନ୍ ନିଜେ ରାପ୍ କରିଛନ୍ତି । ଗୀତଟି ସଲମାନଙ୍କ ନୂଆ ୟୁଟୁ୍ୟବ୍ ଚ୍ୟାନେଲ୍ ‘ବିଂଗ ସଲମାନ ଖାନ୍’ରେ ରିଲିଜ ହୋଇଛି । ଗୀତଟି ରିିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
BREAKING NEWS
- ସ୍ମୃତି ମନ୍ଧାନାଙ୍କୁ ୨୦୨୫ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର
- ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର
- Odisha Weather: ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ବିନସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ
- ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଦିଲ୍ଲୀରେ ହେବାକୁ ଥିବା AI ସମ୍ମିଳନୀ ଉପରେ ସମସ୍ତଙ୍କ ନଜର
- ଆଜିଠୁ ଆରମ୍ଭ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା
- ପାହାଡରେ ମାଓକ୍ୟାମ୍ପ ଠାବ,ମିଳିଲା ବନ୍ଧୁକ ସହ ଅନେକ ବିସ୍ଫୋରକ ସାମଗ୍ରୀ
- Kendrapara Anganwadi: ତିନିମାସ ପରେ ଅଙ୍ଗନବାଡ଼ି ଆସିଲେ ପିଲା; ପଢିବା ସହ କଲେ ଭୋଜନ
- Rosan Kujur makes India Debut:ରୋଶନଙ୍କ ପଦାର୍ପଣ;କହିଲେ-ନିଜ ରାଜ୍ୟରେ ସିନିୟର ଜର୍ସି ହାସଲ କରିବା ଏକ ଗର୍ବର ମୁହୂର୍ତ୍ତ
- FIH Pro League: ବେଲଜିୟମର କ୍ରମାାଗତ ବିଜୟ ହାସଲ
- Subhadra Money: ଏହି ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି
Comments are closed.