ପୁରୀ: ଆସନ୍ତାକାଲିଠୁ ହେବ ପୁରୀ ସେବାୟତଙ୍କ କରୋନା ଟେଷ୍ଟ । ପ୍ରଥମେ ଦଇତାପତି ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ମୋଟ ୧୫୦ ସେବାୟତଙ୍କ ପରୀକ୍ଷା ହେବ । ପରବର୍ତୀ ପର୍ୟ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ପ୍ରତ୍ୟେକ ଦିନ ୭୫ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ସ୍ୱାବ ସଂଗ୍ରହ ପରେ ଚୁକ୍ତି ଅନୁସାରେ ହୋମ କ୍ୱାରେନଟିନରେ ରହିବେ । ଶ୍ରୀମନ୍ଦିର ଉନ୍ନୟନ୍ନ ପ୍ରଶାସନ ଏନେଇ ସୂଚନା ଦେଇଛନ୍ତି ।ସେପଟେ ସ୍ନାନପୂର୍ଣ୍ଣିମା ନେଇ ଖୁଂଟିଆ ନିଯୋଗଙ୍କ ପକ୍ଷରୁ ସେବକଙ୍କ ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି । ତାଲିକାରେ ୧୦ ଜଣ ସେବକଙ୍କ ନାମ ରହିଛି । ପୂର୍ବରୁ ୩୦ ଜଣ ଖୁଂଟିଆ ସେବକ ସାମିଲ ହୋଇଥିଲେ । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ସେବକଙ୍କ ସଂଖ୍ୟା ହ୍ରାସ କରାଯାଇଛି ।
BREAKING NEWS
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ
- ‘ଭଡାଟିଆଙ୍କୁ ଆଣି ସରକାର ଚଳାଇଛି ବିଜେଡି’
- ତାତିରେ ଲାଗିବ ବ୍ରେକ୍; ୨୨ରେ ସୃଷ୍ଟି ହେବ ଲଘୁଚାପ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା
- ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର
- କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍; ‘୧୦ ବର୍ଷରେ ଚିଲିକାରେ ସେତୁ ହେଲା କି?’
- ଆସିଲା ଦ୍ବିତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ; ୩୩% ବିଧାୟକ ପ୍ରାର୍ଥୀ କୋଟିପତି
- ଆଜିଠୁ ଆରମ୍ଭ ସିପିଇଟି-୨୪ ପରୀକ୍ଷା ପାଇଁ ଆବେଦନ
- ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ପ୍ରଚାର, ସରିଲାଣି ସମସ୍ତ ପ୍ରସ୍ତୁତି
- କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ
- ପୁଣି ଓଡ଼ିଶା ଆସୁଛନ୍ତି ମୋଦି,ପୁରୀରେ କରିବେ ମେଗା ରୋଡ୍ ଶୋ