ଭୁବନେଶ୍ୱର: ବିମାନ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ହୋଟେଲ । ହୋଟେଲ ସଂଘର ଅନୁରୋଧ ପରେ ବିମାନ କର୍ମଚାରୀଙ୍କ ପାଇଁ ହୋଟେଲ ଖୋଲିବାକୁ ଅନୁମତି ଦେଲା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି ।
ଆସନ୍ତା ୨୫ରୁ ବିମାନ ସେବା ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ହୋଟେଲଗୁଡିକୁ ଖୋଲିବା ସହ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ମିଳିଛି । ତେବେ ଖୋଲିବାକୁ ଥିବା ହୋଟେଲଗୁଡିକରେ କେବଳ ବିମାନ କ୍ରୁ ମେମ୍ବର ଓ ସଦସ୍ୟଙ୍କ ବୁକିଂ ହୋଇପାରିବ । ଅନ୍ୟ ଯାତ୍ରୀଙ୍କ ପାଇଁ ହୋଟେଲରେ ରହିବା ସୁବିଧା ମିଳିବ ନାହିଁ ବୋଲି ବିଏମ୍ସି କମିଶନର କହିଛନ୍ତି ।
BREAKING NEWS
- ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିବ ୩୦ ଦିନିଆ ରିଚାର୍ଜ ପ୍ଲାନ୍ ଏବଂ କେବଳ ‘ଭଏସ୍-ଏସଏମଏସ’ ପ୍ୟାକ୍
- ଲୋକଙ୍କ ସମସ୍ୟା ଶୁଣିବେ ଅଧିକାରୀ: ସୋମବାରକୁ ‘ନୋ ମିଟିଂ ଡେ’ (No Meeting Day) ଘୋଷଣା କଲେ ରାଜ୍ୟ ସରକାର
- ମହାନଦୀରେ ବନ୍ୟା ଆଶଙ୍କା: ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ଆଲର୍ଟ
- ଏମଏଲଏ ସରୋଜ କୁମାର ପ୍ରଧାନଙ୍କ ନାମରେ ଗିରଫ ପରୱାନା ଜାରି କଲେ କୋର୍ଟ
- ମହଙ୍ଗା ପଡିଲା ରିଲ୍ସରେ ସୁନା ଓ ଟଙ୍କା ଦେଖାଇବା; ଚୋର ନେଇଗଲେ ୧ କୋଟିର ଅଳଙ୍କାର…
- ଲଗାଣ ବର୍ଷା: ଘରେ ପଶିଲା ପାଣି, ବାରଣ୍ଡାରେ ପରିବାର
- ଆସୁଛି ଆଉ ଏକ ଲଘୁଚାପ, ମିଆଁମାର-ବାଂଲାଦେଶ ଉପକୂଳ ଦେଇ…
- Hirakud Dam:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଗେଟ୍:୨୬ ଗେଟ୍ରେ ବନ୍ୟାଜଳ ନିଷ୍କାସନ,ତଳିଆ ଅଂଚଳ ପାଇଁ ସର୍ତକତା
- R&B Funds Fraud: ୯.୨୪ କୋଟି ଟଙ୍କା ଆତ୍ମସାତ ଘଟଣାରେ ଆଉ ୪ ଗିରଫ
- Festive Season ପୂର୍ବରୁ ମହଙ୍ଗା ହୋଇପାରେ ପୂଜା ବଜାର

Comments are closed.