ଭାରତରେ କରୋନା ଚିକିତ୍ସା ପାଇଁ ଔଷଧ । ମହାରାଷ୍ଟ୍ର ସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କରୋନା ଭୂତାଣୁ ଚିକିତ୍ସା ପାଇଁ ଔଷଧର ଶୁଭାରମ୍ଭ କରିଛି । ଗ୍ରୀନ ସିଗନାଲ ଦେଇଛି ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିଜିସିଆଇ । ଏହି ଆଣ୍ଟି ଭାଇରାଲ୍ ଔଷଧର ନା ରହିଛି FabiFlu। ଏହାର ଗୋଟିଏ ଟାବଲେଟର ଦାମ୍ ୧୦୩ ଟଙ୍କା । ୨ଶହ ଏମଜିର ଟାବଲେଟ ଉପଲବ୍ଧ ହେବ । ଗୋଟିଏ ଷ୍ଟ୍ରିପରେ ରହିବ ୩୪ଟି ଟାବଲେଟ୍। ବଜାର ଦାମ୍ ବା ଏମଆରପି ୩ ହଜାର ୫ଶହ ଟଙ୍କା ।
କରୋନା ଚିକିତ୍ସା ପାଇଁ FabiFlu ହେଉଛି ଭାରତରେ ସ୍ବୀକୃତି ପ୍ରାପ୍ତ ପ୍ରଥମ ଫାଭିପିରାଭିର୍ ମେଡିସିନ୍ । ଯାହାକୁ ଡିଜିସିଆଇ ମଞ୍ଜୁରୀ ଦେଇଛି । ଏହାର ଉତ୍ପାଦନ ଓ ମାର୍କେଟିଂ ପାଇଁ ଅନୁମତି ମିଳି ସାରିଛି ।
ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ FabiFluକୁ ମଞ୍ଜୁରୀ ମିଳିଛି । ଆଗକୁ ଦେଖିବା କଥା କରୋନା ସଂକଟ ବେଳେ ଔଷଧ କିଭଳି କାମରେ ଆସୁଛି । ଯଦି FabiFlu ସଠିକ କାମ କରିବ ତେବେ କରୋନା ଲଢ଼େଇରେ ଖୁବଶୀଘ୍ର ସଫଳତା ମିଳିବା ନେଇ ଆଶା ସଞ୍ଚାର ହେବ ।
BREAKING NEWS
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ
- ‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’ ଆନ୍ଦୋଳନ, ୬ରେ EC ଅଫିସ୍ ଘେରିବେ ବିରୋଧୀ ସାଂସଦ
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
- Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ

Comments are closed.