ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଉରକେଲା ରବିବାର ଦିନ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ ।
One positive cases reported, a delhi returnee and in institutional quarantine from the day of return, a at bput rourkela. Now shifted to covid hospital. https://t.co/UZkC1OBdOJ
— Collector and DM, Sundargarh (@DMSundargarh) June 21, 2020
ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ ପୁରୁଷ ହୋଇଥିବା ବେଳେ ନିକଟ ଅତୀତରେ ଦିଲ୍ଲୀରୁ ଫେରିଥିଲେ । ସେ ରାଉରକେଲାର ବିପିୟୁଟି ସ୍ଥିତ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନରେ ରହୁଥିଲେ ।
ଅପରପକ୍ଷରେ ତାଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Comments are closed.