Latest Odisha News

BREAKING NEWS

କଟକରେ ଚିହ୍ନଟ ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକ ମହାନଗର ନିଗମ ମଙ୍ଗଳବାର ଦିନ ଜଣେ ନୂଆ ଆକ୍ରାନ୍ତ ଏବଂ ଜଣେ କରୋନା ରୋଗୀ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି।

BjdElectrycity

ଏହି ନୂଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମିଶାଇ ଏଠାରେ ମୋଟ୍ ସଂଖ୍ୟା ୩୦ରେ ପହଞ୍ଚିଛି।

ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ।

 

Leave A Reply

Your email address will not be published.