Latest Odisha News

BREAKING NEWS

ବାରଣାସୀରେ ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା, ଗଡିଲାନି ରଥ

ବାରଣାସୀ: କରୋନା ପାଇଁ ଐତିହାସିକ ସହର ବାରଣାସୀରେ ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା । ସେଠାରେ ଆଜି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ରହିଛି । ଗଡିନି ରଥ । ଫଳରେ ଭକ୍ତମାନେ ନିରାଶ ହୋଇଛନ୍ତି ।

ପୂର୍ବରୁ ଏହି ଯାତ୍ରା ଦେଖିବା ପାଇଁ ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ଆସନ୍ତି । ହେଲେ କରୋନା ଯୋଗୁଁ ଆଜି ରଥଯାତ୍ରା ବନ୍ଦ ରହିଛି । ଫଳରେ କାଶୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୨୦୦ ବର୍ଷର ପରମ୍ପରା ଭାଙ୍ଗି ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ରଥରେ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛି ଦୁଃଖୀ ହୋଇପଡ଼ିଛନ୍ତି ଭକ୍ତ।

ଜଗନ୍ନାଥ ମନ୍ଦିରର ପୁରୋହିତ ହରି ପ୍ରସାଦ ଉପାଧ୍ୟାୟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ନ ଦେବା ପରେ ରଥଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.