ପୁରୀ: ଜନ୍ମବେଦୀରେ ଶ୍ରୀଜିଉ । ଆଜି ଆଡପମଣ୍ଡରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ଆଡପ ମଣ୍ଡପରୁ ଆଜିଠାରୁ ବାହାରିବ ଅବଢା । ମହାପ୍ରସାଦ ପାଇବା ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ଭକ୍ତମାନେ କିପରି ସୁରୁଖୁରୁରେ ଅବଢା ପାଇ ପାରିବେ ସେ ନେଇ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।
ଆଜି ମହାପ୍ରସାଦ ପାଇଁ ହେବ ଟୋକନ ବ୍ୟବସ୍ଥା । ସୁଆର ମହାସୁଆର ନିଯୋଗଠାରୁ ଟୋକନ ନେଇ ପାରିବେ ଭକ୍ତ । ମନ୍ଦିର ବାହାର କାଉଣ୍ଟରରେ ବୋଝିଆ ଦ୍ବାରା ମହାପ୍ରସାଦ ଦିଆଯିବ ।
ଗୋଟିପହଣ୍ଡିରେ ଯାଇ ବୁଧବାର ଦିନ ଆଡପ ମଣ୍ଡପ ବିଜେ କରିଛନ୍ତି ଶ୍ରୀଜିଉ । ଆଡ଼ପ ମଣ୍ଡପ ବିଜେ ପରେ ମହାପ୍ରଭୁଙ୍କୁ ରୁନ୍ଧା ଯାଇ ବଡ଼ ସିଂହାର ବେଶ କରାଯାଇଥିଲା ।
BREAKING NEWS
- Multiple People Shot in US: ଆମେରିକାରେ ଏକ ମହୋତ୍ସବରେ ଆଖିବୁଜା ଗୁଳିମାଡ, ଅନେକ ଆହତ; ଆକ୍ରମଣକାରୀଙ୍କୁ ଖୋଜୁଛି ପୋଲିସ
- Mahanadi Water Dispute: ମହାନଦୀ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ! ଦିଲ୍ଲୀରେ ହେବ ୧୧ ଦିନିଆ ମାନସମନ୍ଥନ, ଆମ୍ନାସାମ୍ନୀ କଥା ହେବେ ଓଡିଶା-ଛତିଶଗଡ
- LPG Price Hike: ହାଣ୍ଡିଶାଳକୁ ମହଙ୍ଗା ମାଡ; ୨୯ ଟଙ୍କା ବଢିଗଲା ଏଲପିଜି ଗ୍ୟାସ ଦର, ୩ ମାସରେ ବଢିଲାଣି ଏତିକି ଟଙ୍କା…
- ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ
- ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
- ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
- Sambalpur Football Academy: ସମ୍ବଲପୁରରେ ନିର୍ମାଣ ହେବ ଫିଫା ମାନର ଆଧୁନିକ ଫୁଟବଲ ପଡ଼ିଆ
- ଟେନିସ ଜଗତକୁ ମିଳିଲା ନୂଆ ମହିଳା ସୁପରଷ୍ଟାର
- ଫିଲ୍ମ ‘ବାରାଣସୀ’କୁ ନେଇ ବଡ ଖୁଲାସା, ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବେ ମହେଶ ବାବୁ
- ଲାକ୍ଷାଦ୍ୱୀପରେ ମଦ ଉପରୁ ହଟିଲା ନିଷେଧ, ଏବେ ଲାଇସେନ୍ସ ସହିତ ମିଳିବ ମଞ୍ଜୁରୀ
Comments are closed.