ଭୁବନେଶ୍ୱର: ରଥ ଉପରେ ବିଜେ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ଶନିବାର ଦିନ ନୀଳାଦ୍ରି ବିଜେ କରୁଛନ୍ତି ଶ୍ରୀଜୀଉ।
ପରମ୍ପରା ଅନୁଯାୟୀ ସୁନାବେଶ ଓ ଅଧରପଣା ଭୋଗର ଠିକ୍ ପରଦିନ ଶ୍ରୀଜିଉଙ୍କମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି । ଯାହାକୁ ନୀଳାଦ୍ରି ବିଜେ କୁହାଯାଇଥାଏ।
Comments are closed.