ଜାକାର୍ତା: ପ୍ରକୃତି ତାର ପରିବ୍ୟାପ୍ତ ସୀମା ମଧ୍ୟରେ ଅନେକ ରହସ୍ୟ ଲୁଚାଇ ରଖିଛି । ସେଥି ମଧ୍ୟରୁ ଗୋଟିଏ ହେଲେ ଇଣ୍ଡୋନେସିଆର ଜ୍ୱାଳାମୁଖୀ କାହ୍ୱା ଜେନ୍ । ସାଧାରଣତଃ ଆଗ୍ନେୟଗିରିରୁ ଉତପ୍ତ ଲାଭା ଉଦଗୀରଣ ହେଲା ଏହାର ରଙ୍ଗ ପ୍ରାୟତଃ ହଳଦିଆ କିମ୍ବା ନାଲି ହୋଇଥାଏ । ମାତ୍ର କାହ୍ୱା ଜେନ୍ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି । ଏଥିରୁ ନିର୍ଗତ ନୀଳ ରଙ୍ଗର ଲାଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଛି ।
ସୋସିଆଲ ସାଇଟରେ ଏହାର ଫଟୋ ଶେୟାର ହେବା ପରେ ଭାଇରାଲ ହୋଇଛି । ବିଶେଷଜ୍ଞମାନେ ଏହାର କାରଣ ସମ୍ପର୍କରେ କହିଛନ୍ତି ପ୍ରକୃତରେ ଏହି ଉତପ୍ତ ଲାଭାରେ ମାତ୍ରାଧିକ ପରିମାଣର ସଲଫର ରହିଥିବାରୁ ଏହା ନିଓନ ବ୍ଲୁ ରଙ୍ଗର ରୂପ ନେଉଛି । ତେବେ ସେ ଯାହା ହେଉ ଆଖି ଓ ମନକୁ ଆନ୍ଦୋଳିତ କରୁଥିବା ଲାଭାର ଫଟୋକୁ ଅନେକ ଅବତାର ଫିଲ୍ମ ସହିତ ମଧ୍ୟ ଯୋଡିଛନ୍ତି ।
BREAKING NEWS
- ‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’
- ଖସିଲା ରେପୋ ରେଟ୍; ଏଣିକି ଶସ୍ତା ହେବ ଇଏମଆଇ
- Police SI Exam Scam: ସିବିଆଇର ପ୍ରଥମ ଆକ୍ସନ, ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡ ଗିରଫ
- ସହପାଠୀଙ୍କୁ ନିର୍ଯାତନା ଅଭିଯୋଗରେ ଭିସୁଟ ଛାତ୍ର ଗିରଫ
- Putin pays tribute to Mahatma Gandhi : ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍
- Indigo Flight Cancelled: ଇଣ୍ଡିଗୋ ଯାତ୍ରୀଙ୍କୁ ପୁଣି ବଡ଼ ଝଟକା,ଆଜି ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ
- Matric Exam: ମାଟ୍ରିକ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ
- India-Russia Summit : ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ, ହେବ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା
- ମହିଳା ହିଂସା ରୋକିବା ନେଇ ସରକାର ଯତ୍ନବାନ ଅଛନ୍ତି: ମୁଖ୍ୟମନ୍ତ୍ରୀ
- ଟଳିଲା ବଡ ଅଘଟଣ; ନକ୍ସଲ ଖଞ୍ଜିଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
Comments are closed.