Latest Odisha News

ବାଲେଶ୍ଵରରୁ ଉଦ୍ଧାର ହେଲା ଏକ ବିରଳ ପ୍ରଜାତିର କଇଁଛ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସୋରୋ ବ୍ଲକର ସୁଜନପୁର ଗ୍ରାମ ନିକଟରୁ ରବିବାର ଦିନ ଉଦ୍ଧାର ହୋଇଛି ଏକ ଏକ ବିରଳ ପ୍ରଜାତିର ହଳଦିଆ କଇଁଛ।

BjdElectrycity

ଉକ୍ତ ଅଞ୍ଚଳର ଜଣେ ଚାଷୀ ବାସୁଦେବ ମହାପାତ୍ର ନିଜ ଚାଷ ଜମିରେ ଚାଷ କରୁଥିବା ବେଳେ ଏହି ବିରଳ ପ୍ରଜାତିର କଇଁଛ ଟିକୁ ଦେଖିବାକୁ ପାଇଥିଲେ। ଏହାକୁ ଉଦ୍ଧାର କରି ବାସୁଦେବ ନିଜ ଘରକୁ ଆଣି ଆସିଥିଲେ । ଏହି ବିରଳ କଇଁଛକୁ ଦେଖିବା ପାଇଁ ବାସୁଦେବଙ୍କ ଘର ଆଗରେ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଇ ଥିଲେ।

ସୂଚନା ପାଇବା ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହି ବିରଳ କଇଁଛଟିକୁ କରିଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.