ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଉମାଶଙ୍କର ଦାଶ ଏବଂ ପ୍ରତୀକ ସିଂ ସୋମବାର ଦିନ ଭୁବନେଶ୍ୱର ଓ କଟକ ପୋଲିସର ନୂଆ ଡେପୁଟି କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।
ପୂର୍ବତନ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ନୂଆ ଡିସିପି ଉମାଶଙ୍କର ଦାଶଙ୍କୁ ଦାୟିତ୍ଵ ପ୍ରଦାନ କରିଥିଲେ।
ସେହିପରି ପୂର୍ବତନ କଟକ ଡିସିପି ଅଖିଳେଶ୍ବର ସିଂ ପୋଲିସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆ ଡିସିପି ପ୍ରତୀକ ସିଂଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି।
Comments are closed.