Latest Odisha News

ମେଡିକାଲରେ ଭର୍ତ୍ତି ହେଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ଗଣେଶୀ ଲାଲ ଅସୁସ୍ଥ ହେବାରୁ ଗୁରୁବାର ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟପାଳ ଏବେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ତେବେ ତାଙ୍କର ରୁଟିନ୍ ଚେକ୍ ଅପ୍ କରାଯାଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସୁତ୍ରରୁ ପ୍ରକାଶ।

Comments are closed.