Latest Odisha News

BREAKING NEWS

କାହିଁକି ବକ୍ସିଂ ରିଙ୍ଗକୁ ଫେରିବେ ମାଇକ୍ ଟାଇସନ୍ ?

ଭୁବନେଶ୍ୱର: ପୁଣିଥରେ ବକ୍ସି ରିଙ୍ଗକୁ ଫେରିବେ ବିଶ୍ୱ ହେଭିୱେଟ୍ ଚାମ୍ପିଅନ୍ ମାଇକ୍ ଟାଇସନ୍ । ୧୫ ବର୍ଷ ପରେ ଦେଖିବାକୁ ମିଳିବ ବିଶ୍ୱ ବିଜେତାଙ୍କ ଦମ୍‌ଦାର୍ ବକ୍ସିଂ ସ୍କିଲ୍ସ । ତେବେ କାହିଁକି ୫୪ ବର୍ଷ ବୟସରେ ମାଇକ୍ ଟାଇସନ ବକ୍ସିଂ ରିଙ୍ଗକୁ ଫେରିବାକୁ ନିଷ୍ପତି ନେଲେ ?

 

View this post on Instagram

 

I. AM. BACK. @legendsonlyleague . September 12th against @royjonesjrofficial on #triller and PPV

A post shared by Mike Tyson (@miketyson) on

କୌଣସି ପ୍ରତିଯୋଗୀତା ପାଇଁ ନୁହେଁ ବରଂ ୱାର୍ଲଡ ଚାମ୍ପିଅନ ରୟ ଜୋନ୍ସ ଜୁନିଅରଙ୍କ ବିରୋଧରେ ଏକ ପ୍ରଦର୍ଶନୀ ମ୍ୟାଚ ପାଇଁ ସେ ବକ୍ସିଂ ରିଙ୍ଗକୁ ଓହ୍ଲାଇବେ । ଏ ନେଇ ଖୋଦ ମାଇକ୍ ଟାଇସନ୍ ଏକ ଭିଡିଓ ଜରିଆରେ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଘୋଷଣା କରିଛନ୍ତି ।

ସେପ୍ଟେମ୍ବର୧୨ରେ ହେବ ପ୍ରଦର୍ଶନୀ ମ୍ୟାଚ । ୮ ରାଉଣ୍ଡ ବିଶିଷ୍ଟ ପ୍ରଦର୍ଶନୀ ବକ୍ସିଂ ମ୍ୟାଚ କାଲିଫର୍ଣ୍ଣିଆର ଡିଗନିଟି ହେଲଥ୍ ସ୍ପୋର୍ଟସ୍ ପାର୍କରେ ଅନୁଷ୍ଠିତ ହେବ । ୨୦୦୫ରେ ଆଇରିସ୍ ବକ୍ସର କେଭିନ୍ ମ୍ୟାକ୍ ବ୍ରାଇଡ୍‌ଠାରୁ ପରାଜିତ ହେବା ପରେ ମାଇକ୍ ଟାଇସନ ବକ୍ସି ଜଗତରୁ ବିଦାୟ ନେଇଥିଲେ ।

Leave A Reply

Your email address will not be published.